ଓଡ଼ିଶାଲାଇଭ ବ୍ୟୁରୋ

ଆଖି ସାମ୍ନାରେ ସ୍ଵାମୀର ମୃତ୍ୟୁ ଦେଖି ଟଳି ପଡ଼ିଲେ ସ୍ତ୍ରୀ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ରେମୁଣା ଅନ୍ତର୍ଗତ ବଡ଼ପାରିଆ ଗାଁରେ।

ସ୍ଵାମୀର ହୃଦଘାତ ହେବା ଦେଖି ହଠାତ୍‌ ଟଳି ପଡ଼ିଲେ ସ୍ତ୍ରୀ। ଉଭୟଙ୍କୁ ସଙ୍ଗେସଙ୍ଗେ ପରିବାର ଲୋକ ଡାକ୍ତରଖାନା ନେଇ ଯାଇଥିଲେ। ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ୍ୟୁ ଘୋଷଣା କରିଥିଲେ।

ଗାଁରେ ଉଭୟଙ୍କ ମୃତ୍ୟୁ ଖବର ପହଞ୍ଚିବା ପରେ ସେଠାରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

Comment