ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁରତ ସେସନ୍ସ କୋର୍ଟରେ ଗୁରୁବାର ହାଜର ହୋଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଏକ ମାନହାନି ମାମଲାର ଶୁଣାଣି ପାଇଁ ସେ କୋର୍ଟରେ ହାଜର ହୋଇଥିଲେ। ମାତ୍ର ଏହି ମାମଲାର ଶୁଣାଣି ଘୁଞ୍ଚି ଯାଇଛି। ଡିସେମ୍ବର୧୦ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ଲୋକସଭା ନିର୍ବାଚନ ବେଳେ ରାହୁଲ ଗାନ୍ଧୀ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଏହାକୁ ନେଇ ଏକ ମାମଲା ରୁଜୁ ହୋଇଥିଲା।

ସବୁ ମୋଦୀ କାହିଁକି ଚୋର ବୋଲି ରାହୁଲ କହିଥିଲେ। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରି ସେ ଏଭଳି କହିଥିଲେ।

Comment