ଓଡ଼ିଶାଲାଇଭ ବ୍ୟୁରୋ

ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ। ଏନେଇ ଜଣେ ଅଭିଯୁକ୍ତକୁ ଅଟକ ରଖିଛି ପୋଲିସ। ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ରେମୁଣା ଅଞ୍ଚଳରେ।

ନାବାଳିକା ଜଣକ ରେମୁଣା ଦୁର୍ଗାଦେବୀ ମେଳା ଦେଖିବାକୁ ଆସିତିବା ବେଳେ ଦୁଇ ଜଣ ଅଭିଯୁକ୍ତ ତାଙ୍କୁ ଗଣଦୁଷ୍କର୍ମ କରିଥିବା ପିଢ଼ିତାଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି।

ଅଭିଯୋଗ ପରେ ଜଣେ ଅଭିଯୁକ୍ତକୁ ପୋଲିସ ଅଟକ ରଖି ପଚରାଉଚରା କରୁଥିବା ବେଳେ ଅନ୍ୟ ଜଣେ ଫେରାର ଅଛି। ଫେରାର ଅଭିଯୁକ୍ତ ଧରିବାକୁ ପୋଲିସ ଝାନଭିନ ଜାରି ରଖିଛି।

Comment