ଓଡ଼ିଶାଲାଇଭ ବ୍ୟୁରୋ

 ହୋଟେଲ ମେଫେୟାରରେ ଚାକିରି ସୁଯୋଗ। ୪ ଓ ୫ ନଭେମ୍ଵରରେ ଇଣ୍ଟରଭ୍ୟୁ।

ମେଫେୟାର ହୋଟେଲରେ ବିଭିନ୍ନ ପଦବୀ ପାଇଁ ନିଯୁକ୍ତି ବିଜ୍ଞାପନ ପ୍ରକାଶ ପାଇଛି। ଏନେଇ ହୋଟେଲ ପକ୍ଷରୁ ଓ୍ଵାକ-ଇନ୍‌-ଇଣ୍ଟରଭ୍ୟୁ କରାଯାଉଛି। ଇଚ୍ଛୁକ ପ୍ରାର୍ଥୀମାନେ ୪ ଓ ୫ ନଭେମ୍ଵରରେ ଭୁବନେଶ୍ଵରସ୍ଥିତ ମେଫେୟାରରେ ଇଣ୍ଟରଭ୍ୟୁରେ ଯୋଗ ଦେଇ ପାରିବେ।

ଏହି ପଦବୀ ଦ୍ଵାରା ପ୍ରାର୍ଥୀମାନଙ୍କୁ ସିଲିଗୁରି, ରାୟପୁର, ଦାର୍ଜିଲିଂ, ଗ୍ୟାଙ୍ଗଟକ, କାଲିମପୋଙ୍ଗ ଓ ଗୋଆରେ ନିଯୁକ୍ତି ଦିଆଯିବ। ଇଣ୍ଟରଭ୍ୟୁ ସମୟରେ ନିଜର ସମସ୍ତ ପ୍ରମାଣପତ୍ର ସାଙ୍ଗରେ ଆସିବେ।

ପଦବୀ

  • ଷ୍ଟେଓ୍ଵାର୍ଡ/ସିନିୟର ଷ୍ଟେଓ୍ଵାର୍ଡ – ୩୦ ପଦବୀ
  • ହାଉସ ମେନ୍‌/ସିନିୟର ହାଉସ ମେନ – ୩୦ ପଦବୀ
  • କୋମିଟ୍‌ସ I, II, III – ୩୦ ପଦବୀ
  • ସିନିୟର ସିକ୍ୟୁରିଟି/ ସିକ୍ୟରିଟି ଗାର୍ଡ – ୩୦ ପଦବୀ
  • ଗ୍ରାଡେନର୍ସ(ମାଳି) – ୩୦ ପଦବୀ
  • ଅଫିସ୍‌ ଆସୋସିଏଟ -୧୦ ପଦବୀ
  • କ୍ୟାପଟେନ/ ସିନିୟର କ୍ୟାପଟେନ – ୧୦ ପଦବୀ
  • ସୁପରଭାଇଜର – ୧୦ ପଦବୀ
  • ସେଫ(ରୋଷିୟା) – ୧୦ ପଦବୀ
  • ସିକ୍ୟୁରିଟି ସୁପରଭାଇଜର – ୧୦ ପଦବୀ
  • ଟେକ୍ନିସିଆନ୍‌(ଇଲେକ୍ଟ୍ରି, ପ୍ଲମ୍ଵର, ଏସି) ୨୦ ପଦବୀ
  • ଆକାଉଣ୍ଟାଣ୍ଟ – ୫ ପଦବୀ

ଇଣ୍ଟରଭ୍ୟୁ ତାରିଖ/ସମୟ

୪ ଓ ୫ ନଭେମ୍ଵର, ୨୦୧୯, ସକାଳ ୯ଟାରୁ ସନ୍ଧ୍ୟା ୬ଟା

ସ୍ଥାନ

ଜୟଦେବ ବିହାର, ଭୁବନେଶ୍ଵର, ପିନ୍‌-୭୫୧୦୧୩

ଯୋଗାଯୋଗ

୯୨୩୮୪୦୦୯୩୫, ଇମେଲ୍‌ – recruitment@mayfairhotels.com

1 COMMENT

Comment