ଓଡ଼ିଶାଲାଇଭ୍ ବ୍ୟୁରୋ

Ossc ଅଧୀନରେ ସବ-ଇନସ୍ପେକ୍ଟର, ଷ୍ଟେସନ ଅଫିସର ଓ ଆସିଷ୍ଟାଣ୍ଟ ଜେଲର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ ପାଇଛି। ୧୦୪ଟି ପଦବୀରେ ଭର୍ତ୍ତି ପାଇଁ ଇଚ୍ଛୁକ ପ୍ରାର୍ଥୀମାନେ ଆବେଦନ କରିପାରିବେ।

ଆବେଦନ ଆରମ୍ଭ –  ୨୬ ଅଗଷ୍ଟ ୨୦୨୦

ଆବେଦନ ଶେଷ – ୨୫ ସେପ୍ଟେମ୍ବର ୨୦୨୦

ବୟସ

  • ଏହି ତିନୋଟି ପଦବୀରେ ଭର୍ତ୍ତି ହେବା ପାଇଁ ପ୍ରାର୍ଥୀମାନଙ୍କର ବୟସ ସୀମା ୨୧ରୁ ୨୫ ବର୍ଷ ଭିତରେ ହୋଇଥିବା ଆବଶ୍ୟକ

ଆବେଦନ ଶୁଳ୍କ

  • ସାଧାରଣ ଓ ଓବିସିମାନଙ୍କ ପାଇଁ ୨୦୦  ଟଙ୍କା
  • ଏସସି/ଏସଟିଙ୍କ ପାଇଁ କୌଣସି ଶୁଳ୍କ ନାହିଁ
  1. ପୋଲିସ ସବ-ଇନସ୍ପେକ୍ଟର
  • ପଦବୀ ସଂଖ୍ୟା – ୪୭
  • ଶିକ୍ଷାଗତ ଯୋଗ୍ୟତା – ଗ୍ରାଜୁଏଟ୍ ହୋଇଥିବା ଆବଶ୍ୟକ
  • ଦରମା – ୧୬,୮୮୦ ଟଙ୍କା

2. ଷ୍ଟେସନ ଅଫିସର ( ଅଗ୍ନିଶମ ସେବା)

  • ପଦବୀ ସଂଖ୍ୟା – ୧୩
  • ଶିକ୍ଷାଗତ ଯୋଗ୍ୟତା – ଗ୍ରାଜୁଏଟ୍ ହୋଇଥିବା ଆବଶ୍ୟକ ଅଥବା ଇଂଜିନିୟରିଂ ଡିଗ୍ରୀ ଥିବା ଆବଶ୍ୟକ
  • ଦରମା – ୧୬,୮୮୦ ଟଙ୍କା

3. ଆସିଷ୍ଟାଣ୍ଟ ଜେଲର

  • ପଦବୀ ସଂଖ୍ୟା – ୪୪
  • ଶିକ୍ଷାଗତ ଯୋଗ୍ୟତା – ଗ୍ରାଜୁଏସନ୍ କିମ୍ବା ଇଂଜିନିୟରିଂ ଡ୍ରିଗ୍ରୀ ଥିବା ଆବଶ୍ୟକ
  • ଦରମା – ୧୬,୮୮୦ ଟଙ୍କା

ଅଧିକ ଜାଣିବା ପାଇଁ –  କ୍ଲିକ୍ କରନ୍ତୁ

ଆବେଦନ କରିବା ପାଇଁ – କ୍ଲିକ୍ କରନ୍ତୁ 

Comment