ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ସ୍ଥଳସେନାରେ ୧୯୪ଟି ଜୁନିଅର କମିସନଡ ଅଫିସର ପଦବୀ ନିମନ୍ତେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ଅନଲାଇନ ଜରିଆରେ ଆବେଦନ କରିପାରିବେ।

  • ଆବେଦନ ଆରମ୍ଭ – ୧୧.୦୧.୨୦୨୧
  • ଆବେଦନ ଶେଷ – ୦୯.୦୨.୨୦୨୧

ବୟସ ସୀମା

  • ସର୍ବନିମ୍ନ – ୨୫ ବର୍ଷ
  • ସର୍ବାଧିକ – ୩୪ ବର୍ଷ

ପଦବୀ ନାମ ଏବଂ ସଂଖ୍ୟା

ଜୁନିଅର କମିସନଡ ଅଫିସର (ଧର୍ମ ସମ୍ଵନ୍ଧୀୟ ଶିକ୍ଷକ)

  • ପଣ୍ଡିତ – ୧୭୧ଟି
  • ପଣ୍ଡିତ (ଗୋର୍ଖା) – ୯ଟି
  • ଗ୍ରନ୍ଥି – ୫ଟି
  • ମୌଲବୀ (ସୁନ୍ନୀ) – ୫ଟି
  • ମୌଲବୀ (ସିଆ) – ୧ଟି
  • ପାଦ୍ରୀ – ୨ଟି
  • ବୁଦ୍ଧ ସାଧୁ – ୧ଟି

ଆବେଦନ ପାଇଁ ଶିକ୍ଷାଗତ ଯୋଗ୍ୟତା

ଆବେଦନ କରୁଥିବା ପାର୍ଥୀଜଣକ ଏକ ସ୍ଵୀକୃତିପ୍ରାପ୍ତ ଅନୁଷ୍ଠାନ କିମ୍ଵା ବିଶ୍ଵବିଦ୍ୟାଳୟରୁ ଯେକୌଣସି ବିଷୟରେ ବ୍ୟାଚେଲର ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।

ଅଧିକ ଜାଣିବା ପାଇଁ – କ୍ଲିକ୍ କରନ୍ତୁ। 

Comment