ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତ ପକ୍ଷରୁ ଏଲଓସି ଏବଂ ଅନ୍ତର୍ଜାତୀୟ ସୀମା ପାର୍ ନକରି ପାକିସ୍ତାନରେ ଥିବା ଆତଙ୍କବାଦୀଙ୍କ ଉପରେ ସଠିକ୍ ଆକ୍ରମଣ କରାଯାଇଥିଲା। ଆମର ସମ୍ପୂର୍ଣ୍ଣ ଆଶଙ୍କା ଥିଲା ଯେ ପାକିସ୍ତାନର ଆକ୍ରମଣ ମଧ୍ୟ ସୀମା ପାର କରିବ, ତେଣୁ ଆମେ ବାୟୁ ପ୍ରତିରକ୍ଷା ପାଇଁ ପ୍ରସ୍ତୁତ ହୋଇଥିଲୁ ବୋଲି କହିଛନ୍ତି ଭାରତର ଡିଜିଏମଓ ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ।
ସେ ଆହୁରି କହିଛନ୍ତି, ଯେତେବେଳେ ପାକିସ୍ତାନୀ ବାୟୁସେନା ଆକ୍ରମଣ କରିଥିଲା, ସେମାନେ ଏହି ଶକ୍ତିଶାଳୀ ବାୟୁ ପ୍ରତିରକ୍ଷା ଗ୍ରୀଡ୍ ଆଗରେ ବିଫଳ ହୋଇଥିଲେ।
Tags: #OperationSindoor #Pahalgam #IndianArmy #Indiannavy