ଓଡ଼ିଶାଲାଇଭ୍‌ ବ୍ୟୁରୋ

ନାସନାଲ୍ ଏଗ୍ରିକଲଚର୍ କୋ-ଅପରେଟିଭ୍ ମାର୍କେଟିଂ ଫେଡେରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍ (NAFED) ଅଧୀନରେ ଆସିଷ୍ଟାଣ୍ଟ ମ୍ୟାନେଜର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆବେଦନ ପ୍ରକ୍ରିୟା ଏପ୍ରିଲ୍ ୨୧ ଯାଏଁ ଚାଲୁରହିବ।

ଆସିଷ୍ଟାଣ୍ଟ ମ୍ୟାନେଜର-II (ଆଇ.ଟି):

  • ପଦବୀ ସଂଖ୍ୟା- ୧
  • ଯୋଗ୍ୟତା- ଏମ୍.ସି.ଏ/ବି.ଟେକ୍/ବି.ଇ ଡିଗ୍ରୀ ହାସଲ କରିଥିବେ। ପ୍ରୋଗ୍ରାମିଂ, ଡାଟା ବେସ୍, ସଫ୍ଟ ଓ୍ୱେୟାର ଇମ୍ପ୍ଲିମେଣ୍ଟେସନ୍, SDLCରେ ଅତିକମରେ ୩ ବର୍ଷର ଅଭିଜ୍ଞତା ଥିବ।
  • ବୟସ- ୩୦ ବର୍ଷ
  • ଆବେଦନ ଶୁଳ୍କ- ୫୦୦ ଟଙ୍କା

ଆସିଷ୍ଟାଣ୍ଟ ମ୍ୟାନେଜର (ଆକାଉଣ୍ଟସ୍‌):

  • ପଦବୀ ସଂଖ୍ୟା- ୪
  • ଯୋଗ୍ୟତା- ଚାଟାର୍ଡ ଆକାଉଣ୍ଟାଣ୍ଟ/ICWA/ବି.କମ୍ ସହ ଏମ୍.ବି.ଏ କରିଥିବେ। ଏହା ପରେ କମର୍ସିଆଲ ଅଣ୍ଡରଟେକିଂ ବିଭାଗରେ ଅତିକମରେ ୩ ବର୍ଷର ଅଭିଜ୍ଞତା ଥିବ।
  • ବୟସ- ୩୫ ବର୍ଷ
  • ଆବେଦନ ଶୁଳ୍କ- ୧୦୦୦ ଟଙ୍କା

ଆବେଦନ ପ୍ରକ୍ରିୟା- ପ୍ରାର୍ଥୀମାନେ ଅନଲାଇନ ଆବେଦନ କରିପାରିବେ।

ଅଧିକ ସୂଚନା ପାଇଁ nafed-india.com ରେ କ୍ଲିକ୍ କରନ୍ତୁ

Comment