ଓଡ଼ିଶାଲାଇଭ୍ ବ୍ୟୁରୋ

chakiri 3

ଓଡ଼ିଶା ପୋଷ୍ଟାଲ ସର୍କଲରେ ମୋଟ ୨୦୬୦ ଗ୍ରାମୀଣ ଡାକ ସେବକ ପଦବୀ ପାଇଁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପାର୍ଥୀମାନେ ଅନଲାଇଲ୍ ମାଧ୍ୟମରେ ଆବେଦନ କରିପାରିବେ। ଜାଣନ୍ତୁ ଆବେଦନ କରିବା ପାଇଁ କ’ଣ ସବୁ ନିୟମ ରହିଛି।

ପଦବୀ ସଂଖ୍ୟା୨୦୬୦

  • ବ୍ରାଞ୍ଚ୍ ପୋଷ୍ଟ ମାଷ୍ଟର
  • ସହକାରୀ ବ୍ରାଞ୍ଚ୍ ପୋଷ୍ଟ ମାଷ୍ଟର
  • ଡାକ ସେବକ

ଆବେଦନ ପାଇଁ ଶେଷ ତାରିଖ – ୩୦.୦୯.୨୦୨୦

ଆବେଦନ ପାଇଁ ବୟସ ଅବଧି –

  • ସର୍ବନିମ୍ନ ୧୮ ବର୍ଷ
  • ସର୍ବାଧିକ ୪୦ ବର୍ଷ

ବେତନ –

  • ବ୍ରାଞ୍ଚ୍ ପୋଷ୍ଟ ମାଷ୍ଟର – ୧୨,୦୦୦ ରୁ ୧୪,୫୦୦ ଟଙ୍କା
  • ସହକାରୀ ବ୍ରାଞ୍ଚ୍ ପୋଷ୍ଟ ମାଷ୍ଟର ଏବଂ ଡାକ ସେବକ – ୧୦,୦୦୦ ରୁ ୧୨,୦୦୦ ଟଙ୍କା

BGUଆବେଦନ ଫି –

  • ୧୦୦ ଟଙ୍କା
  • SC/ST ଏବଂ PWD ବର୍ଗର ପାର୍ଥୀମାନଙ୍କ ପାଇଁ ଆବେଦନ ମାଗଣା।

ଶିକ୍ଷାଗତ ଯୋଗ୍ୟତା –

  • ମାଟ୍ରିକ ପାସ୍ କରିଥିବା ଆବଶ୍ୟକ
  • ଆଞ୍ଚଳିକ ଭାଷା ଜାଣିଥିବା ଆବଶ୍ୟକ
  • ଯେକୌଣସି ସରକାରୀ କିମ୍ଵା ବେସରକାରୀ ଅନୁଷ୍ଠାନରୁ ସର୍ବନିମ୍ନ ୬ ମାସ ପର୍ଯ୍ୟନ୍ତ କମ୍ପ୍ୟୁଟର ଶିକ୍ଷା ଲାଭ କରିଥିବା ଆବଶ୍ୟକ।

ଅଧିକ ସୂଚନା ପାଇଁ କ୍ଲିକ୍ କରନ୍ତୁ।

Comment