ଓଡ଼ିଶାଲାଇଭ୍ ବ୍ୟୁରୋ

CHAKIRIଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ (OSSC) ଅଧୀନରେ ଜିଲ୍ଲା ସଂସ୍କୃତି ଅଧିକାରୀ ପଦବୀ ନିମନ୍ତେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ଅନଲାଇନ୍ ଜରିଆରେ ଆବେଦନ କରିପାରିବେ।

ଖାଲି ପଡ଼ିଥିବା ପଦବୀ ନାମ ଏବଂ ସଂଖ୍ୟା

ଜିଲ୍ଲା ସଂସ୍କୃତି ଅଧିକାରୀ – ୨୦ଟି

ଆବେଦନ ପାଇଁ ବୟସ ସୀମା

  • ସର୍ବନିମ୍ନ – ୨୧ ବର୍ଷ
  • ସର୍ବାଧିକ – ୩୨ ବର୍ଷ

ଆବେଦନ ଫି – ୨୦୦ ଟଙ୍କା

ଆବେଦନ ନିମନ୍ତେ ଆବଶ୍ୟକୀୟ ଯୋଗ୍ୟତା

ଆବେଦନ କରୁଥିବା ପ୍ରାର୍ଥୀ ଜଣକ ଇତିହାସ ସମ୍ମାନରେ ମାଷ୍ଟର ଡିଗ୍ରୀ ହାସଲ କରିଥିବା ସହ କମ୍ପ୍ୟୁଟର ଜ୍ଞାନ ରଖିଥିବା ଆବଶ୍ୟକ।

ବେତନ ହାର – ୧୬,୮୮୦ ଟଙ୍କା (ମାସିକ)

ଆବେଦନ ନିମନ୍ତେ ଶେଷ ତାରିଖ – ମେ’ ୩, ୨୦୨୧

ଆବେଦନ କରିବା ପାଇଁ – କ୍ଲିକ୍ କରନ୍ତୁ।

ଅଧିକ ଜାଣିବା ପାଇଁ – କ୍ଲିକ୍ କରନ୍ତୁ।

LEAVE A REPLY

Please enter your comment!
Please enter your name here