ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (SBI) ଅଧୀନରେ ଜୁନିଅର ଆସୋସିଏଟ୍ ପଦବୀ ନିମନ୍ତେ ଚାକିରି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ମେ’ ୧୭ ତାରିଖ ସୁଦ୍ଧା ଅନଲାଇନ୍ ଜରିଆରେ ଆବେଦନ କରିପାରିବେ।

ପଦବୀ ନାମ – ଜୁନିଅର ଆସୋସିଏଟ୍

ଖାଲିପଡ଼ିଥିବା ପଦବୀ ସଂଖ୍ୟା – ୫,୧୨୧ଟି

ଏଥିମଧ୍ୟରୁ ଭୁବନେଶ୍ଵର ସର୍କଲରେ ୭୫ଟି ପଦବୀ ଖାଲି ପଡ଼ିଛି।

ଆବେଦନ ଫି – ୭୫୦ ଟଙ୍କା

ଆବେଦନ ପାଇଁ ବୟସ ସୀମା

  • ସର୍ବନିମ୍ନ – ୨୦ ବର୍ଷ
  • ସର୍ବାଧିକ – ୨୮ ବର୍ଷ

ବେତନ ହାର – ୧୯,୯୦୦ ଟଙ୍କା (ମାସିକ)

ଯୋଗ୍ୟତା – ଆବେଦନ କରୁଥିବା ପ୍ରାର୍ଥୀଜଣକ ଯେକୌଣସି ପାଠ୍ୟକ୍ରମରେ ଗ୍ରାଜୁଏସନ୍ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।

ଆବେଦନ ନିମନ୍ତେ ଶେଷ ତାରିଖ – ୧୭ ମେ’, ୨୦୨୧

ଅଧିକ ଜାଣିବା ପାଇଁ – କ୍ଲିକ୍ କରନ୍ତୁ।

ଆବେଦନ କରିବା ପାଇଁ – କ୍ଲିକ୍ କରନ୍ତୁ।

Comment