ଓଡ଼ିଶାଲାଇଭ୍ ବ୍ୟୁରୋ

jobଓଡ଼ିଶା ଲୋକସେବା ଆୟୋଗ(OPSC) ଅଧୀନରେ ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ ପଦବୀ ନିମନ୍ତେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ଅନଲାଇନ ଜରିଆରେ ଆବେଦନ କରିପାରିବେ।

  • ଆବେଦନ ଆରମ୍ଭ – ୨୩.୦୪.୨୦୨୧
  • ଆବେଦନ ଶେଷ – ୨୪.୦୫.୨୦୨୧

ପଦବୀ ନାମ – ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ

ପଦବୀ ସଂଖ୍ୟା – ୯୨ଟି

ଆବେଦନ ପାଇଁ ବୟସ ସୀମା

  • ସର୍ବାଧିକ – ୨୧ ବର୍ଷ
  • ସର୍ବନିମ୍ନ – ୩୨ ବର୍ଷ

ଆବେଦନ ଫି – ୫୦୦ ଟଙ୍କା

ଶିକ୍ଷାଗତ ଯୋଗ୍ୟତା

  • ଆବେଦନ କରୁଥିବା ପ୍ରାର୍ଥୀଜଣକ ଏଗ୍ରିକଲଚର୍ / ହର୍ଟିକଲଚର୍ / ଏଗ୍ରିକଲଚର୍ ଇଞ୍ଜିନିୟରିଂ କିମ୍ଵା ଫରେଷ୍ଟ୍ରିରେ ବ୍ୟାଚେଲର ସାଇନ୍ସ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।

ଅଧିକ ଜାଣିବା ପାଇଁ – କ୍ଲିକ୍ କରନ୍ତୁ।

Comment