ଓଡ଼ିଶାଲାଇଭ୍ ବ୍ୟୁରୋ

chakiri 3ଷ୍ଟେଟ୍ ସିଲେକ୍ସନ ବୋର୍ଡ(SSB) ଅଧୀନରେ ରାଜ୍ୟର ଅଣ ସରକାରୀ ସହାୟକ କଲେଜଗୁଡ଼ିକର ଲେକ୍‌ଚର ପଦବୀ ନିମନ୍ତେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ଆଶାୟୀ ଥିବା ପ୍ରାର୍ଥୀମାନେ ଅନଲାଇନ ଆପ୍ଲିକେସନ ଜରିଆରେ ଆବେଦନ କରିପାରିବେ।

  • ଆବେଦନ ଆରମ୍ଭ – ୨୨.୦୩.୨୦୨୧
  • ଆବେଦନ ଶେଷ – ୨୧.୦୪.୨୦୨୧ (ମଧ୍ୟରାତ୍ର)

ପଦବୀ ନାମ ଏବଂ ସଂଖ୍ୟା

  • ଆନ୍ଥ୍ରୋପୋଲୋଜି – ୧୧ଟି
  • ବଟାନୀ – ୪୯ଟି
  • କେମେଷ୍ଟ୍ରି – ୬୦ଟି
  • କମର୍ସ – ୧୩୪ଟି
  • ଇକୋନୋମିକ୍ସ – ୭୮ଟି
  • ଏଜୁକେସନ – ୫୧ଟି
  • ଇଂଲିସ୍ – ୧୫୯ଟି
  • ହୋମ୍ ସାଇନ୍ସ – ୧୩ଟି
  • ଆଇଆର୍‌ପିଏମ୍ – ୩ଟି
  • ଲଜିକ ଆଣ୍ଡ୍ ଫିଲୋସୋପି – ୭୩ଟି
  • ମ୍ୟାଥ୍‌ମେଟିକ୍ସ – ୪୨ଟି
  • ଫିଜିକ୍ସ – ୪୨ଟି
  • ପଲିଟିକାଲ ସାଇନ୍ସ – ୧୩୫ଟି
  • ସାଇକୋଲୋଜି – ୨୪ଟି
  • ସଂସ୍କୃତ – ୨୦ଟି
  • ସୋସିଓଲୋଜି – ୧୫ଟି
  • ଷ୍ଟାଟିଟିକ୍ସ – ୨ଟି
  • ଜୁଲୋଜି – ୬୧ଟି
  • ମୋଟ୍ – ୯୭୨

ଆବେଦନ ପାଇଁ ବୟସ ସୀମା

  • ସର୍ବନିମ୍ନ ବୟସ – ୨୧ ବର୍ଷ
  • ସର୍ବାଧିକ ବୟସ – ୪୨ ବର୍ଷ

ଯୋଗ୍ୟତା – କୌଣସି ଏକ ସ୍ଵୀକୃତିପ୍ରାପ୍ତ ବିଶ୍ଵବିଦ୍ୟାଳୟରୁ ସଂପୃକ୍ତ ବିଷୟରେ ସର୍ବନିମ୍ନ ୫୫ ପ୍ରତିଶତ ଗ୍ରେଡ୍ ସହ ମାଷ୍ଟର ଡିଗ୍ରୀ ହାସଲ କରିଥିବେ।

ବେତନ ହାର – ୪୪,୯୦୦ ଟଙ୍କାରୁ ୧,୪୨,୪୦୦ ଟଙ୍କା (ମାସିକ)

ଆବେଦନ ଫି – ୫୦୦ ଟଙ୍କା

  • ଅଧିକ ଜାଣିବା ପାଇଁ – କ୍ଲିକ୍ କରନ୍ତୁ।

  • ଆବେଦନ କରିବା ପାଇଁ – କ୍ଲିକ୍ କରନ୍ତୁ।

Comment