ଓଡ଼ିଶାଲାଇଭ୍ ବ୍ୟୁରୋ

chakiri 3ଭୁବନେଶ୍ୱର ସ୍ଥିତ ଜୀବ ବିଜ୍ଞାନ ପ୍ରତିଷ୍ଠାନ (ILS) ଅଧୀନରେ ବିଭିନ୍ନ ପଦବୀ ନିମନ୍ତେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ଅନଲାଇନ୍ ଜରିଆରେ ଆବେଦନ କରିପାରିବେ।

ପଦବୀ ନାମ ଏବଂ ଯୋଗ୍ୟତା

  • ରିସର୍ଚ୍ଚ ଆସୋସିଏଟ୍-୧

ପଦବୀ ସଂଖ୍ୟା – ୧ଟି

ଫେଲୋସିପ୍ – ୪୭,୦୦୦ ଟଙ୍କା (ମାସିକ)

ଯୋଗ୍ୟତା – ବାୟୋ ଟେକ୍ନୋଲୋଜି କିମ୍ଵା ଲାଇଫ୍ ସାଇନ୍ସରେ ପିଏଚ୍‌ଡି ଲାଭ କରିଥିବା ଆବଶ୍ୟକ।ପ୍ରୋଜେକ୍ଟ ଆସୋସିଏଟ୍-୧

ପଦବୀ ନାମ – ୨ଟି

ଫେଲୋସିପ୍ – ୩୧,୦୦୦ ଟଙ୍କା (ମାସିକ)

ଯୋଗ୍ୟତା – ବାୟୋ ଟେକ୍ନୋଲୋଜି କିମ୍ଵା ଲାଇଫ୍ ସାଇନ୍ସରେ ମାଷ୍ଟର ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।

ଆବେଦନ ପାଇଁ ସର୍ବାଧିକ ବୟସ ସୀମା – ୨୮ ବର୍ଷ

  • ଟେକ୍ନିକାଲ୍ ଆସିଷ୍ଟାଣ୍ଟ

ପଦବୀ ସଂଖ୍ୟା – ୨ଟି

ଫେଲୋସିପ୍ – ୨୫,୦୦୦ ଟଙ୍କା (ମାସିକ)

ଯୋଗ୍ୟତା – ବାୟୋ ଟେକ୍ନୋଲୋଜି କିମ୍ଵା ଲାଇଫ୍ ସାଇନ୍ସରେ ମାଷ୍ଟର ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।

ଆବେଦନ ପାଇଁ ଶେଷ ତାରିଖ – ୨୦ ମେ’, ୨୦୨୧

ଇଣ୍ଟରଭିୟୁ ପାଇଁ ତାରିଖ ଏବଂ ସମୟ ଜୀବ ବିଜ୍ଞାନ ଅନୁଷ୍ଠାନର ଓ୍ଵେବସାଇଟ୍‌ (www.ils.res.in) ଜରିଆରେ ସୂଚାଇ ଦିଆଯିବ।

ଅଧିକ ଜାଣିବା ପାଇଁ – କ୍ଲିକ୍ କରନ୍ତୁ।

Comment