ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ ବହୁଗ୍ରାମସ୍ଥିତ ନାଳନ୍ଦା ପବ୍ଲିକ ସ୍କୁଲରେ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଶିକ୍ଷାଗତ ଯୋଗ୍ୟତା:

ପିଜିଟି (ଫିଜିକ୍ସ, କେମେଷ୍ଟ୍ରୀ, ଗଣିତ, ବାୟୋଲୋଜୀ, ଇଂରାଜୀ) – ସ୍ନାତକୋତ୍ତର ସହ ମାନ୍ୟତାପ୍ରାପ୍ତ ୟୁନିଭର୍ସିଟିରୁ ବି.ଏଡ୍‌ ଡିଗ୍ରୀ

ଟିଜିଟି (ଗଣିତ, ଫିଜିକ୍ସ, ଇଂରାଜୀ, ଏସ୍‌ଏସ୍‌ଟି) –  ସ୍ନାତକୋତ୍ତର ଡିଗ୍ରୀ ସହ ବି.ଏଡ୍‌ ପିଆର୍‌ଟି ଏବଂ ଏନ୍‌ଟିଟି (ସବୁ ବିଷୟ) – ତାଲିମପ୍ରାପ୍ତ ସ୍ନାତକ ଡିଗ୍ରୀ

ଫ୍ରଣ୍ଟ୍‌ ଅଫିସ୍‌ ଏକ୍ସିକ୍ୟୁଟିଭ୍‌ କମ୍‌ ଟେଲି କଲର୍‌ – ବିଏସ୍‌ସି/ବିଏ/ବି.ଟେକ୍‌/ଏମ୍‌ବିଏ ଡିଗ୍ରୀ

ହଷ୍ଟେଲ୍‌ ଓ୍ଵାର୍ଡେନ୍‌ – ବିଏସ୍‌ସି/ବି.ଏ ଡିଗ୍ରୀ

ଦରମା

ସିବିଏସ୍‌ଇ ନିୟମ ଅନୁଯାୟୀ ପ୍ରାର୍ଥୀଙ୍କର ଦରମା ଧାର୍ଯ୍ୟ କରାଯିବ।

ଆବେଦନ ପ୍ରକ୍ରିୟା:

ଜାନୁଆରି ୩୧ ତାରିଖରେ ପ୍ରକାଶ ପାଇଥିବା ଏହି ବିଜ୍ଞପ୍ତି ଅନୁଯାୟୀ ଇଚ୍ଛୁକ ପ୍ରାର୍ଥୀମାନେ ନିଜର ବାୟୋଡାଟାକୁ nalandapublicschoolcda.nps@gmail.com କୁ ବିଜ୍ଞାପନ ପ୍ରକାଶ ପାଇବାର ୭ ଦିନ ମଧ୍ୟରେ ପଠାଇବାକୁ କୁହାଯାଇଛି।

ଏହି ବିଜ୍ଞପ୍ତି ବିଷୟରେ ଅଧିକ ତଥ୍ୟ ଜାଣିବା ପାଇଁ ନିମ୍ନଲିଖିତ ଫୋନ୍‌ ନମ୍ବରରେ ଯୋଗାଯୋଗ କରନ୍ତୁ

ଫୋନ୍‌ ନମ୍ବର- ୦୬୭୧-୩୫୧୧୦୧୪

ମୋବାଇଲ୍‌ ନମ୍ବର- ୬୩୭୨୮୦୪୮୦୦

ଠିକଣା: ନାଳନ୍ଦା ପବ୍ଲିକ ସ୍କୁଲ, ଭାତପଡ଼ା, ବହୁଗ୍ରାମ, କଟକ

ସିଟି ଅଫିସ୍‌ ସି/୬୮, ସେକ୍ଟର-୭, ସିଡିଏ, କଟକ

Comment