ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଅଭିଭାଷଣ ମଧ୍ୟରେ ଅଜେି କଶ୍ମରୀ କବିତା ଆବୃତ୍ତି କରିଥିବା ଦେଖିବାକୁ ମିଳିଛି। ଏଥିସହିତ ଏହି କବିତାକୁ ହିନ୍ଦୀରେ ଅନୁବାଦ କରି ସୀତାରମଣ ବୁଝାଇଥିଲେ।

ସୀତା ରମଣ ଆବୃତ୍ତି କରିଥିବା କବିତାର ପଙ୍‌କ୍ତି ହେଲା, ‘‘ହମାରା ଓ୍ୱତନ୍ ଖିଲତେ ହୁଏ ଶାଲିମାର୍ ବାଗ୍ ଜୈସେ, ହମାରା ବତନ୍ ଡାଲ୍ ଝିଲମେଁ ଖିଲତେ ହୁଏ କମଲ୍ ଜୈସା, ନୌଜୱାନୋଁକେ ଗରମ୍ ଖୁନ୍ ଜୈସା, ମେରା ଓ୍ୱତନ୍, ତେରା ଓ୍ୱତନ୍, ହମାରା ଓ୍ୱତନ୍, ଦୁନିୟାକା ସବସେ ପ୍ୟାରା ଓ୍ୱତନ୍।’’

ସୀତାରମଣ ଏହି କବିତା ଆବୃତ୍ତି କରିବା ପରେ ଗୃହରେ ଡେସ୍କ ବାଡ଼େଇ ସାଂସଦମାନେ ଏହାକୁ ପ୍ରଂଶସା କରିଥିଲେ।

LEAVE A REPLY

Please enter your comment!
Please enter your name here