ଓଡ଼ିଶାଲାଇଭ୍ ବ୍ୟୁରୋ

ବଜେଟ୍ ୨୦୨୫-୨୬ ରେ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସମସ୍ତଙ୍କର ନଜର ଥିଲା ଏଥର କ’ଣ ଶସ୍ତା ଏବଂ କ’ଣ ମହଙ୍ଗା ହେବ?

ଆସନ୍ତୁ ଜାଣିବା ଏଥର ବଜେଟରେ କ’ଣ ଶସ୍ତା ହେଲା ଏବଂ କ’ଣ ମହଙ୍ଗା ହେଲା।

କ’ଣ ଶସ୍ତା ହେବ?

ଲିଥିୟମ ବ୍ୟାଟେରୀ

ମୋବାଇଲ ଫୋନ ବ୍ୟାଟେରୀ

ଇଲେକ୍ଟ୍ରିକ ଗାଡ଼ି

ଏଲଇଡି ଟିଭି

ଚମଡ଼ାଜାତ ଦ୍ରବ୍ୟ (କପଡ଼ା, ଜୋତା, ପର୍ସ, ଲେଦର ଜ୍ୟାକେଟ୍‌)

ମେଡିକାଲ ଉପକରଣ

ବୈଦ୍ୟୁତିକ ଉପକରଣ

କ’ଣ ମହଙ୍ଗା ହେବ?

ପ୍ଲାଷ୍ଟିକ୍ ସମଗ୍ରୀ

ଫ୍ଲାଟ ସ୍କ୍ରିନ ଟିଭି

ନେଟେଡ ଫାବ୍ରିକ

Tags: #UnionBudget2025-26 #ParliamentBudgetSession #NirmalaSitharaman #MinistryofFinance #India

LEAVE A REPLY

Please enter your comment!
Please enter your name here