ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଜେଟ୍‌-୨୦୨୦ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶିକ୍ଷା କ୍ଷେତ୍ର ଉପରେ ଫୋକସ୍‌ କରିଛନ୍ତି। ଖୁବ୍‌ଶୀଘ୍ର ନୂଆ ଶିକ୍ଷା ନୀତି ଆରମ୍ଭ ହେବାକୁ ଯାଉଛି। ଉଚ୍ଚଶିକ୍ଷାରେ ଅନ୍‌ଲାଇନ୍‌ ମାଧ୍ୟମରେ ପାଠପଢ଼ା ଉପରେ ଗୁରୁତ୍ଵ ଦିଆଯାଇଛି।

ସେହିପରି ପ୍ରତି ଜିଲ୍ଲା ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା କରାଯିବ। ପିପିଡି ମୋଡରେ ଏହି ୟୁନଭରସିଟି ପ୍ରତିଷ୍ଠା ହେବ।

ସେହିପରି ରାଷ୍ଟ୍ରୀୟ ପୋଲିସ ବିଶ୍ୱବିଦ୍ୟାଳୟ ଏବଂ ରାଷ୍ଟ୍ରୀୟ ନ୍ୟାୟିକ ବିଜ୍ଞାନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ରହିଛି।

LEAVE A REPLY

Please enter your comment!
Please enter your name here