ଓଡ଼ିଶାଲାଇଭ୍ ବ୍ୟୁରୋ

କନ୍ଧମାଳସ୍ଥିତ କର୍‌ପସ୍‌ ଫଣ୍ଡ ସ୍ଵାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ବିଭିନ୍ନ ପଦବୀରେ ମୋଟ୍‌ ୮ ଜଣଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ଫେବ୍ରୁଆରି ୨୮ରେ ଅନୁଷ୍ଠିତ ହେବ ଓ୍ଵାକ୍‌ ଇନ୍‌ ଇଣ୍ଟରଭ୍ୟୁ।

  • ଅର୍ଥୋପେଡିକ୍ସ ସ୍ପେଶିଆଲିଷ୍ଟ- ୨ଟି ପଦବୀ
  • ରେଡିଓଲୋଜୀ ସ୍ପେଶିଆଲିଷ୍ଟ- ୨ଟି ପଦବୀ
  • ମେଡିସିନ୍ ସ୍ପେଶିଆଲିଷ୍ଟ- ୨ଟି ପଦବୀ
  • ଅବ୍‌ଷ୍ଟେଟ୍ରିକ୍ସ ଆଣ୍ଡ ଗାଇନେକୋଲୋଜୀ ସ୍ପେଶିଆଲିଷ୍ଟ- ୨ଟି ପଦବୀ

ଯୋଗ୍ୟତା– ଏମ୍‌ବିବିଏସ୍‌ ଡିଗ୍ରୀ ସହ ଇଣ୍ଟର୍ଣ୍ଣସିପ୍‌ ସଂପୂର୍ଣ୍ଣ କରିଥିବେ ଏବଂ ନିଜ ବିଷୟରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବେ।

ବୟସ ସୀମା– ୬୮ ବର୍ଷ

ଆବେଦନ ପ୍ରକ୍ରିୟା:

ଇଚ୍ଛୁକ ପ୍ରାର୍ଥୀମାନେ ନିଜର ବାୟାଡାଟା ଏବଂ ସମସ୍ତ ଆବଶ୍ୟକୀୟ ସାର୍ଟିଫିକେଟ୍‌ ସହ ନିମ୍ନଲିଖିତ ଠିକଣାରେ ପହଞ୍ଚିଯିବାକୁ ବିଜ୍ଞପ୍ତିରେ କୁହାଯାଇଛି।

ଅଫିସ୍‌ ଅଫ୍‌ ଡା. ଆର୍‌ ପଚ୍ଚନାୟକ, ଚିଫ୍‌ ଡିଷ୍ଟ୍ରିକ୍ଟ ମେଡିକାଲ ଆଣ୍ଡ ପିଏଚ୍‌ ଅଫିସର୍‌, କନ୍ଧମାଳ

ଅଧିକ ସୂଚନା ପାଇଁ www.kandhamal.nic.in ରେ ଲଗ୍‌ଇନ୍‌ କରନ୍ତୁ।

Comment