ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଓଡ଼ିଶା ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହୋଇଛି। ଆରମ୍ଭରୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ବିଧାନସଭାରେ ଅଭିଭାଷଣ ରଖିଥିଲେ। ସେ ତାଙ୍କ ଅଭିଭାଷଣରେ ମୋ’ ସରକାର ଏବଂ ୫-ଟିକୁ ପ୍ରଶଂସା କରିଥିଲେ।

-ଆଗାମୀ ବର୍ଷ କାଳିଆ ଯୋଜନାରେ ୭୫ ଲକ୍ଷ ଚାଷୀଙ୍କୁ ସହାୟତା ମିଳିବ

-ଚାଷୀଙ୍କ ଆୟ ଦୁଇଗୁଣା ହୋଇଛି, ଆଗାମୀ ଦିନରେ ବହୁ ଗୁଣା କରିବାକୁ ଲକ୍ଷ୍ୟ

-ପ୍ରତି ଜିଲ୍ଲାରେ ମୋ’ ସରକାର ଡେସ୍କ ପ୍ରତିଷ୍ଠା କରାଯିବ

-ଚଳିତ ବର୍ଷ ୧ ଲକ୍ଷ ୮୪ ହଜାର ହେକ୍ଟର ଜମିକୁ ଜଳସେଚନ ସୁବିଧା ମିଳିବ

-ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ଚତୁପାର୍ଶ୍ୱର ବିକାଶ ହେବ

-୨୦୨୪ ସୁଦ୍ଧା ସମସ୍ତଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଣ ଲକ୍ଷ୍ୟ

-ସହରରେ ଡ୍ରିଙ୍କ ଫ୍ରମ୍‌ ଟ୍ୟାପ ମିଶନର କାର୍ଯ୍ୟକାରିତା କରାଯିବ

Comment