ଓଡ଼ିଶାଲାଇଭ୍ ବ୍ୟୁରୋ
ଜାତୀୟ ଶିକ୍ଷା ଗବେଷଣା ଏବଂ ପ୍ରଶିକ୍ଷଣ ପରିଷଦ (NCERT) ରେ ୧୧ଟି ପଦବୀରେ ସମୁଦୟ ୧୩ ଜଣଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ପ୍ରାର୍ଥୀମାନେ ଫେବ୍ରୁଆରି ୨୪ ଯାଏଁ ଆବେଦନ କରିପାରିବେ।
ପଦବୀ:
- ଏଡିଟର୍ (ଉର୍ଦ୍ଦୁ ଭାଷା) – ଗୋଟିଏ ପଦବୀ
- ବିଜିନେସ୍ ମ୍ୟାନେଜର୍- ଗୋଟିଏ ପଦବୀ
- ଆସିଷ୍ଟାଣ୍ଟ ପ୍ରଡକ୍ସନ୍ ଅଫିସର୍- ଗୋଟିଏ ପଦବୀ
- ଆସିଷ୍ଟାଣ୍ଟ ବିଜିନେସ୍ ମ୍ୟାନେଜର୍- ଗୋଟିଏ ପଦବୀ
- ଟେକ୍ନିକାଲ ଅଫିସର୍- ଗୋଟିଏ ପଦବୀ
- ଆର୍ଟିଷ୍ଟ ଗ୍ରେଡ୍- ଗୋଟିଏ ପଦବୀ
- ପ୍ରଡକ୍ସନ୍ ଆସିଷ୍ଟାଣ୍ଟ- ଗୋଟିଏ ପଦବୀ
- ମାର୍କେଟିଂ ଏକ୍ସିକ୍ୟୁଟିଭ୍- ଗୋଟିଏ ପଦବୀ
- ଆସିଷ୍ଟାଣ୍ଟ ଷ୍ଟୋର୍ ଅଫିସର୍- ଦୁଇଟି ପଦବୀ
- ଷ୍ଟୋର୍ କିପର୍ ଗ୍ରେଡ୍-I- ଦୁଇଟି ପଦବୀ
- କପି ହୋଲ୍ଡର- ଗୋଟିଏ ପଦବୀ
ଆବେଦନ ପ୍ରକ୍ରିୟା:
ଇଚ୍ଛୁକ ପ୍ରାର୍ଥୀମାନେ ଅନ୍ଲାଇନ୍ ଆବେଦନ କରିପାରିବେ। ଆବେଦନପତ୍ର ପୂରଣ କରିବା ସହ ସମସ୍ତ ଆବଶ୍ୟକୀୟ କାଗଜପତ୍ର ପୂରଣ କରିବେ ଏବଂ ଆବେଦନ ଶୁଳ୍କ ଦାଖଲ କରିବେ।
ଏହି ନିଯୁକ୍ତି ବିଷୟରେ ଅଧିକ ଜାଣିବା ପାଇଁ ncert.nic.in ଓ୍ଵେବ୍ସାଇଟ୍କୁ ଯାଆନ୍ତୁ।













