ଓଡ଼ିଶାଲାଇଭ୍ ବ୍ୟୁରୋ

ଶିକ୍ଷା ଓ ଅନୁସନ୍ଧାନ (SOA) ୟୁନିଭର୍ସିଟିରେ ଏକ ରିସର୍ଚ୍ଚ ପ୍ରୋଜେକ୍ଟ ପାଇଁ ଜୁନିୟର ଫେଲୋ (କେମେଷ୍ଟ୍ରୀ) ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଗ୍ରହୀ ପ୍ରାର୍ଥୀମାନେ ଏନେଇ ଆସନ୍ତା ଫେବ୍ରୁଆରି ୨୯ ଯାଏଁ ଆବେଦନ କରିପାରିବେ।

ରିସର୍ଚ୍ଚ ପ୍ରୋଜେକ୍ଟ– synthesis of metal ferrite modified MCM-41 (FMMCM) composites as adsorbent for remediation of cr (VI)

ଶିକ୍ଷାଗତ ଯୋଗ୍ୟତା– କେମେଷ୍ଟ୍ରୀରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବେ।

ଦରମା– ୩୧,୦୦୦ ଟଙ୍କା

ଆବେଦନ ପ୍ରକ୍ରିୟା:

ଆଗ୍ରହୀ ପ୍ରାର୍ଥୀମାନେ ନିଜର ବାୟୋଡାଟା, ସମସ୍ତ ଡକ୍ୟୁମେଣ୍ଟସ୍‌ର ଫଟୋକପିକୁ rashmiacharya@soa.ac.in କୁ ପଠାଇବାକୁ ବିଜ୍ଞପ୍ତିରେ କୁହାଯାଇଛି।

Comment