ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଲେ ଓଡ଼ିଆ କ୍ରିକେଟର ପ୍ରଜ୍ଞାନ ଓଝା। ସେ ଆଜି ହାଇଦ୍ରାବାଦ୍‌ କ୍ରିକେଟ୍‌ ଆସୋସିଏସନ୍‌କୁ ପତ୍ର ଲେଖି କ୍ରିକେଟ୍‌ର ସମସ୍ତ ଫର୍ମାଟ୍‌ରୁ ଅବସର ନେଇଛନ୍ତି। ଏନେଇ ସେ ଟୁଇଟ୍‌ କରି ସୂଚନା ଦେଇଛନ୍ତି।

ସମସ୍ତ ଫର୍ମାଟ୍‌ରୁ ପଜ୍ଞାନ ଓଝାର ଅବସର ନେଇଛନ୍ତି।

ଓଡ଼ିଶାରେ ଜନ୍ମ ଗ୍ରହଣ କରିଥିବା ପଜ୍ଞାନ ହାଇଦ୍ରାବାଦ୍‌କୁ ପ୍ରତିନିଧିତ୍ଵ କରିଆସୁଥିଲେ।  ହାଇଦ୍ରାବାଦ୍‌ କ୍ରିକେଟ୍‌ ଆସୋସିଏସନ୍‌ ପାଇଁ ୧୪ ବର୍ଷ ଖେଳିଥିଲେ।

ସେ ୨୪ ଟି ଟେଷ୍ଟ ଖେଳି ୧୧୩ଟି ଓ୍ଵିକେଟ୍‌, ୧୮ଟି ଦିନିକିଆରେ ୨୧ଟି ଓ୍ୱିକେଟ୍‌ ନେଇଥିଲେଏ।

Comment