ଓଡ଼ିଶାଲାଇଭ୍‌ ବ୍ୟୁରୋ

ମଦର୍ସ ପବ୍ଲିକ୍‌ ସ୍କୁଲ୍‌ର ଭୁବନେଶ୍ଵର ଏବଂ ପୁରୀ ବ୍ରାଞ୍ଚରେ ବିଭିନ୍ନ ବିଷୟରେ ଶିକ୍ଷକଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ପ୍ରାର୍ଥୀମାନେ ଆସନ୍ତା ୭ ଦିନ ମଧ୍ୟରେ ଆବେଦନ କରିପାରିବେ।

  • ଭୁବନେଶ୍ଵର ବ୍ରାଞ୍ଚ ବିଷୟ– ଫିଜିକ୍ସ, କେମେଷ୍ଟ୍ରୀ, ମ୍ୟାଥ୍‌, ଇଂଲିସ୍‌, ଜୋଗ୍ରାଫୀ (କ୍ଲାସ୍‌- XI ଏବଂ XII ପାଇଁ)
  • ପୁରୀ ବ୍ରାଞ୍ଚ-ଫିଜିକ୍ସ, କେମେଷ୍ଟ୍ରୀ, ମ୍ୟାଥ୍‌, ବାୟୋଲାଜୀ, ଆକାଉଣ୍ଟାନ୍‌ସି, ବିଜିମେସ୍‌ ଷ୍ଟଡିଜ୍‌, ଇକୋନୋମିକ୍ସ ଆଣ୍ଡ୍‌ ଏଣ୍ଟରପ୍ରେନ୍ୟୋର୍‌ସିପ୍‌ (କ୍ଲାସ୍‌- XI ଏବଂ XII ପାଇଁ)

ଯୋଗ୍ୟତା– ଉଚ୍ଚ ମାଧ୍ୟମିକ ସ୍ତରରେ ଅତିକମ୍‌ରେ ଦୁଇ ବର୍ଷ ନିଜ ବିଷୟରେ ପାଠ ପଢ଼ାଇଥିବା ଆବଶ୍ୟକ।

ଆବେଦନ ପ୍ରକ୍ରିୟା:

ଇଚ୍ଛୁକ ପ୍ରାର୍ଥୀମାନେ ବିଜ୍ଞପ୍ତି ପ୍ରକାଶ ପାଇବାର ୭ ଦିନ ମଧ୍ୟରେ ନିଜର ବାୟୋଡାଟାକୁ careers@mothers.edu.in କୁ ପଠାଇବାକୁ ମାର୍ଚ୍ଚ ୨ ତାରିଖରେ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ କୁହାଯାଇଛି।

ଓ୍ଵେବ୍‌ସାଇଟ୍‌- www.mothers.edu.in

Comment