ଓଡ଼ିଶାଲାଇଭ୍ ବ୍ୟୁରୋ

ବ୍ରହ୍ମପୁର ତକ୍ଷଶିଳା ରେସିଡେନ୍‌ସିଆଲ୍‌ ସ୍କୁଲ୍‌ରେ ବିଭିନ୍ନ ବିଭାଗରେ ଶିକ୍ଷକ ଏବଂ ଅଣ-ଶିକ୍ଷକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆସନ୍ତା ମାର୍ଚ୍ଚ ୧୫ ଏବଂ ୨୨ରେ ଅନୁଷ୍ଠିତ ହେବାକୁ ଯାଉଛି ଓ୍ଵାକ୍‌ ଇନ୍‌ ଇଣ୍ଟରଭ୍ୟୁ।

ଶିକ୍ଷକ ପଦବୀ– ପିଜିଟି, ଟିଜିଟି, ପିଆର୍‌ଟି, ପିଇଟି:

ବିଭାଗ– ଇଂରାଜୀ, ଫିଜିକ୍ସ, କେମେଷ୍ଟ୍ରୀ, ମ୍ୟାଥ୍‌ମେଟିକ୍ସ, ବାୟୋଲାଜୀ, କମ୍ପ୍ୟୁଟର ସାଇନ୍ସ, ଫିଜିକାଲ୍‌ ଏଜୁକେସନ୍‌, ଓଡ଼ିଆ, ହିନ୍ଦୀ, ସୋସିଆଲ୍‌ ସାଇନ୍ସ

ଯୋଗ୍ୟତା– ସ୍ନାତକ/ସ୍ନାତକୋତ୍ତର/ଦ୍ଵାଦଶ ପାସ୍‌ ସହ ବି.ଏଡ୍‌/ଓଟିଇଟି/ଓଏସ୍‌ଏସ୍‌ଟିଇଟି/ସିଟିଇଟି କରିଥିବେ

ଇଣ୍ଟରଭ୍ୟୁ ସମୟ– ୨୦୨୦ ମାର୍ଚ୍ଚ ୧୫ ସକାଳ ୯.୩୦ରୁ ଅଫରାହ୍ଣ ୪.୩୦ ଯାଏଁ

ଅଣଶିକ୍ଷକ ପଦବୀ:

ବିଭାଗ– ଡ୍ୟାନ୍ସ, ମ୍ୟୁଜିକ୍‌, ଲ୍ୟାବ୍‌ ଆସିଷ୍ଟାଣ୍ଟ, ଇଲେକ୍ଟ୍ରିସିଆନ୍‌, ଟାଏକୋଣ୍ଡୋ, ରିସେପ୍ସନିଷ୍ଟ, ହଷ୍ଟେଲ୍‌ ଓ୍ଵାର୍ଡେନ୍‌, ପିଓନ୍‌, କେୟାର୍‌ ଟେକର୍‌, ଡ୍ରାଇଭର୍‌, ରୋଷେୟା, ସହାୟକ ରୋଷେୟା, ସିକ୍ୟୁରିଟି ଗାର୍ଡ, ଗାର୍ଡେନର୍‌, ଝାଡ଼ୁଦାର

ଯୋଗ୍ୟତା– ପଦବୀ ଅନୁଯାୟୀ ଯୋଗ୍ୟତା ତଥା ଅଭିଜ୍ଞତା ଥିବା ଆବଶ୍ୟକ

ଇଣ୍ଟରଭ୍ୟୁ ସମୟ– ୨୦୨୦ ମାର୍ଚ୍ଚ ୨୨ ସକାଳ ୯.୩୦ରୁ ଅଫରାହ୍ଣ ୪.୩୦ ଯାଏଁ

ଆବେଦନ ପ୍ରକ୍ରିୟା:

ଏହି ବିଜ୍ଞପ୍ତି ମାର୍ଚ୍ଚ ୬ରେ ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ନିଜର ବାୟୋଡାଟା ସହ ନିର୍ଦ୍ଧାରିତ ସମୟ ପୂର୍ବରୁ ନିମ୍ନଲିଖିତ ଠିକଣାରେ ପହଞ୍ଚିଯିବାକୁ ବିଜ୍ଞପ୍ତିରେ କୁହାଯାଇଛି।

ଇଣ୍ଟରଭ୍ୟୁ ସ୍ଥାନ– ଚାଣକ୍ୟପୁରୀ, ଅଙ୍କୁଶପୁର, ବ୍ରହ୍ମପୁର, ଗଞ୍ଜାମ, ପିନ୍‌- ୭୬୧୧୦୦

ଯୋଗାଯୋଗ ପାଇଁ:

ଇ-ମେଲ୍‌- Director@takshashila.edu.in

ଓ୍ଵେବ୍‌ସାଇଟ୍‌- www.takshashila.edu.in

ଫୋନ୍‌ ନମ୍ବର- 9937786660, 9938888848

Comment