ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ ତୁଳସୀପୁରସ୍ଥିତ ସନ୍‌ ହସ୍ପିଟାଲ୍‌ରେ ନିଯୁକ୍ତି ସୁଯୋଗ। ୧୨ଟି ପଦବୀରେ ସମୁଦାୟ ୩୨ ଜଣଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିଯୁକ୍ତି ପାଇଁ ଆସନ୍ତା ମାର୍ଚ୍ଚ ୧୧ ଏବଂ ୧୫ରେ ଓ୍ଵାକ୍‌-ଇନ୍‌-ଇଣ୍ଟରଭ୍ୟୁ ଅନୁଷ୍ଠିତ ହେବ। ଏନେଇ ଇଚ୍ଛୁକ ପ୍ରାର୍ଥୀମାନେ ଯୋଗ ଦେଇପାରିବେ।

ପଦବୀ ଏବଂ ଯୋଗ୍ୟତା:

  • ଟିପିଏ ବିଲିଂ ଏକ୍ସିକ୍ୟୁଟିଭ୍‌- ୩ଟି ପଦବୀ – ସ୍ନାତକ ଡିଗ୍ରୀ ସହ କମ୍ପ୍ୟୁଟରରେ ଜ୍ଞାନ ଥିବ ଏବଂ ୨ରୁ ୩ ବର୍ଷ ଅଭିଜ୍ଞତା ଥିବା ଆବଶ୍ୟକ।
  • ଲ୍ୟାବ୍‌ ଟେକ୍ନିସିଆନ୍‌- ୭ଟି ପଦବୀ – ଡିଏମ୍‌ଏଲ୍‌ଟି ସହ ୨ରୁ ୩ ବର୍ଷ ଅଭିଜ୍ଞତା ଥିବା ଆବଶ୍ୟକ।
  • ଲ୍ୟାବ୍‌ ମ୍ୟାନେଜର – ୨ଟି ପଦବୀ – ଡିଏମ୍‌ଏଲ୍‌ଟି ସହ ୫ରୁ ୭ ବର୍ଷ ଅଭିଜ୍ଞତା ଥିବା ଆବଶ୍ୟକ।
  • ପାଥୋଲୋଜୀଷ୍ଟ – ୨ଟି ପଦବୀ- ଏମ୍‌ଡି, ପାଥୋଲୋଜୀ
  • ହାଉସ୍‌ କିପିଂ ମ୍ୟାନେଜର- ୨ଟି ପଦବୀ – ସ୍ନାତକ ଡିଗ୍ରୀ ସହ କମ୍ପ୍ୟୁଟରରେ ଜ୍ଞାନ ଥିବ ଏବଂ ୨ରୁ ୩ ବର୍ଷ ଅଭିଜ୍ଞତା ଥିବା ଆବଶ୍ୟକ।
  • ଫ୍ରଣ୍ଟ ଅଫିସ୍‌ ଇନ୍‌ଚାର୍ଜ – ୨ଟି ପଦବୀ – ସ୍ନାତକ ଡିଗ୍ରୀ ସହ କମ୍ପ୍ୟୁଟରରେ ଜ୍ଞାନ ଥିବ ଏବଂ ୨ରୁ ୩ ବର୍ଷ ଅଭିଜ୍ଞତା ଥିବା ଆବଶ୍ୟକ।
  • ଗ୍ରାଫିକ୍ସ/ଓ୍ଵେବ୍‌ ଡିଜାଇନର୍‌ – ୨ଟି ପଦବୀ – ବି.ଟେକ୍‌/ସ୍ନାତକ ଡିଗ୍ରୀ ସହ ୩ରୁ ୪ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।
  • ରୋଷେୟା – ୨ଟି ପଦବୀ – ଅତିକମ୍‌ରେ ଦଶମ ପାସ୍‌ କରିଥିବେ ଏବଂ ୨ରୁ ୩ ବର୍ଷର ଅଭିଜ୍ଞତା ଥିବ।
  • ଡ୍ରାଇଭର୍‌ – ୩ଟି ପଦବୀ – ଅତିକମ୍‌ରେ ଦଶମ ପାସ୍‌ କରିଥିବେ ଏବଂ ୫ ବର୍ଷର ଅଭିଜ୍ଞତା ଥିବ।
  • ଓଟି ଆଟେଣ୍ଡାଟ୍‌/ଟେକ୍ନିସିଆନ୍‌ – ୨ଟି ପଦବୀ – ଅତିକମ୍‌ରେ ଦଶମ ପାସ୍‌ କରିଥିବେ ଏବଂ ୨ରୁ ୩ ବର୍ଷର ଅଭିଜ୍ଞତା ଥିବ।
  • ଇଲେକ୍ଟ୍ରିସିଆନ୍‌ – ୩ଟି ପଦବୀ – ଆଇଟିଆଇ, ଡିପ୍ଲୋମା କରିବା ସହ ୨ରୁ ୩ ବର୍ଷର ଅଭିଜ୍ଞତା ଥିବ।
  • ବାୟୋ ମେଡିକାଲ ଇଞ୍ଜିନିୟର – ୨ଟି ପଦବୀ – ବାୟୋ ମେଡିକାଲ୍‌ରେ ବି.ଟେକ୍‌ କରିବା ସହ ୨ରୁ ୩ ବର୍ଷର ଅଭିଜ୍ଞତା ଥିବ।

ଇଣ୍ଟରଭ୍ୟୁ ସମୟ – ୨୦୨୦ ମାର୍ଚ୍ଚ ୧୧ ଓ ୧୫ –  ସକାଳ ୧୦ରୁ ୨ ଏବଂ ଅପରାହ୍‌ଣ ୩ରୁ ୬ଟା

ଇଣ୍ଟରଭ୍ୟୁ ସ୍ଥାନ – ସନ୍‌ ହସ୍ପିଟାଲ୍‌, ଶ୍ରୀବିହାର କଲୋନୀ, ତୁଳସୀପୁର, କଟକ-୭୫୩୦୦୮

ଯୋଗାଯୋଗ ପାଇଁ ଫୋନ୍‌ ନମ୍ବର– 6370028323, 7008545456

source: (www.chakiri.plus)

Comment