ଓଡ଼ିଶାଲାଇଭ୍‌ ବ୍ୟୁରୋ

(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): କରୋନା ପାଇଁ ଗଞ୍ଜାମ ଜିଲ୍ଲାରେ ଜାରି ହୋଇଥିବା ୧୪୪ ଧାରାକୁ ଉଠାଇ ଦିଆଯାଇଛି। ହେଲେ ସାମାଜିକ ମିଳାମିଶା, ଅଯଥାରେ ଗହଳି କରିବା ଉପରେ କଟକଣା ଜାରି କରାଯାଇଛି।

ଏହାସହ ଲୋକମାନେ ଆତଙ୍କିତ ନ ହେବା ପାଇଁ ପରାମର୍ଶ କରିଛନ୍ତି ଜିଲ୍ଲା ପ୍ରଶାସନ।

କରୋନା ପାଇଁ ଯାଜପୁର, ଢେଙ୍କାନାଳ, ପୁରୀ ବେଳାଭୂମି, ଭଦ୍ରକ ଓ ପରାଦୀପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ୧୪୪ ଧାରା ଲାଗୁ କରାଯାଇଥିଲା।

Comment