ଓଡ଼ିଶାଲାଇଭ୍ ବ୍ୟୁରୋ

ସମ୍ବଲପୁର ରାଜସ୍ୱ ପ୍ରଶାସନ ଅଧୀନରେ ରେଭେନ୍ୟୁ ଇନ୍ସପେକ୍ଟର ଏବଂ ଅମୀନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଇଚ୍ଛୁକ ପ୍ରାର୍ଥୀମାନେ ଏପ୍ରିଲ୍ ୬ ତାରିଖ ଯାଏଁ ଆବେଦନ କରିପାରିବେ।

ରେଭେନ୍ୟୁ ଇନସ୍ପେକ୍ଟର:

  • ପଦବୀ ସଂଖ୍ୟା- ୩ଟି ପଦବୀ
  • ଦରମା- ୧୯,୦୦୦ ଟଙ୍କା

ଅମୀନ:

  • ପଦବୀ ସଂଖ୍ୟା- ୩ଟି ପଦବୀ
  • ଦରମା- ୧୩,୦୦୦ ଟଙ୍କା

ନିଯୁକ୍ତି ସ୍ଥାନ– ନକ୍ତିଦେଉଳ, ରାଇରାଖୋଲ, ରେଙ୍ଗାଳି

ଯୋଗ୍ୟତା– ସରକାରୀ ସଂସ୍ଥାରୁ ଅବସର ନେଇଥିବା ଏବଂ ଶାରୀରିକ ଭାବେ ସୁସ୍ଥଥିବା ବ୍ୟକ୍ତିମାନେ ଏହି ନିଯୁକ୍ତି ପାଇଁ ଆବେଦନ କରିପାରିବେ।

ବୟସ– ୬୫ରୁ କମ୍ ବୟସ ହୋଇଥିବା ଆବଶ୍ୟକ।

ଆବେଦନ ପ୍ରକ୍ରିୟା:

ପ୍ରାର୍ଥୀମାନେ ନିଜର ଆବେଦନପତ୍ର ଡାକ ମାଧ୍ୟମରେ ଆସନ୍ତା ଏପ୍ରିଲ୍ ୬ ତାରିଖ ସୁଦ୍ଧା ନିମ୍ନଲିଖିତ ଠିକଣାରେ ପଠାଇବାକୁ ବିଜ୍ଞପ୍ତିରେ କୁହାଯାଇଛି। ଏହାସହ ଏନଭେଲପ୍ ଉପରେ ଆବେଦନ କରୁଥିବା ପଦବୀ ନେଇ ସୂଚିତ କରିବାକୁ ହେବ।

ଠିକଣା– ଦି କଲେକ୍ଟର, ସମ୍ବଲପୁର, ପିନ୍ କୋଡ୍- 768001

ସବିଶେଷ ସୂଚନା ପାଇଁ sambalpur.nic.in ରେ କ୍ଲିକ୍ କରନ୍ତୁ।

source:www.chakiri.plus

Comment