ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧୀନରେ ସିନିୟର ଲ’ଅଫିସର, ସେକ୍ସନ ଅଫିସର, ଆକାଉଣ୍ଟାଣ୍ଟ ଅଫିସର୍, ପ୍ରାଇଭେଟ୍ ସେକ୍ରେଟାରୀ ଆଦି ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଏପ୍ରିଲ୍ ୧୩ ତାରିଖ ସୁଦ୍ଧା ଆବେଦନ କରିପାରିବେ।

ପଦବୀ ସଂଖ୍ୟା:

  • ସିନିୟର ଲ’ଅଫିସର- ଗୋଟିଏ ପଦବୀ
  • ଆକାଉଣ୍ଟସ୍ ଅଫିସର୍- ୨ଟି ପଦବୀ
  • ସେକ୍ସନ ଅଫିସର୍- ୫ଟି ପଦବୀ
  • ପ୍ରାଇଭେଟ୍ ସେକ୍ରେଟାରୀ- ୯ଟି ପଦବୀ
  • ସିନିୟର ଟେକ୍ନିକାଲ ସୁପରଭାଇଜର୍- ୪ଟି ପଦବୀ
  • ଟେକ୍ନିକାଲ ସୁପରଭାଇଜର୍- ୬ଟି ପଦବୀ

ବୟସ– ଅତିବେଶୀରେ ୫୬ ବର୍ଷ

ଆବେଦନ ପ୍ରକ୍ରିୟା:

ଇଚ୍ଛୁକ ପ୍ରାର୍ଥୀମାନେ ଏପ୍ରିଲ୍ ୧୩ ତାରିଖ ସୁଦ୍ଧା ନିମ୍ନଲିଖିତ ଠିକଣାରେ ଆବେଦନ ପତ୍ର ପଠାଇ ପାରିବେ।

ଠିକଣା- ଦି ସିନିୟର ଆଡିମିନିଷ୍ଟ୍ରେଟିଭ୍ ଅଫିସର୍, ସେଣ୍ଟ୍ରାଲ୍ ପଲ୍ୟୁସନ୍ କଣ୍ଟ୍ରୋଲ୍ ବୋର୍ଡ, ପରିବେଶ ଭବନ, ଇଷ୍ଟ ଅର୍ଜ୍ଜୁନ ନଗର, ସହଦରା, ଦିଲ୍ଲୀ-୧୧୦୦୩୨

ସବିଶେଷ ବିବରଣୀ ପାଇଁ cpcb.nic.in ଓ୍ୱେବସାଇଟରେ ଲଗ୍ଇନ୍ କରନ୍ତୁ।

source:www.chakiri.plus

Comment