ଓଡ଼ିଶାଲାଇଭ୍ ବ୍ୟୁରୋ

MSCWBକଲିକତା ମ୍ୟୁନିସିପାଲ୍‌ କର୍ପୋରେସନ୍‌ରେ ୮୫୮ ଜଣ ସଂରକ୍ଷଣ ଶ୍ରମିକଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆବେଦନ ପ୍ରକ୍ରିୟା ଏପ୍ରିଲ୍‌ ୧୫ ଯାଏଁ ଚାଲୁ ରହିବ।

ପଦବୀ– ସଂରକ୍ଷଣ ଶ୍ରମିକ (କନ୍‌ଜର୍‌ଭେନ୍‌ସି ମଜ୍‌ଦୁର)

ଯୋଗ୍ୟତା– ବେଙ୍ଗୋଲୀ, ଇଂଲିସ୍‌, ହିନ୍ଦୀ, ଉର୍ଦ୍ଦୁ, ଓଡ଼ିଆ, ନେପାଳି ଭାଷା ଲେଖି ପଢ଼ି ପାରୁଥିବେ।

ବୟସ– ୨୦୨୦ ଜାନୁଆରି ୧ ସୁଦ୍ଧା ୧୮ରୁ ୪୦ ବର୍ଷ ବୟସ ହୋଇଥିବା ଆବଶ୍ୟକ।

ଆବେଦନ ଶୁଳ୍କ:

  • ସାଧାରଣବର୍ଗ/ଓବିସି- ୧୫୦ ଟଙ୍କା+ ୫୦ ଟଙ୍କା (ପ୍ରୋସେସିଂ ଚାର୍ଜ) + ୨୦ (ବ୍ୟାଙ୍କ ଚାର୍ଜ)
  • ଏସ୍‌ସି/ଏସ୍‌ଟି/ଭିନ୍ନକ୍ଷମ- ୫୦ ଟଙ୍କା (ପ୍ରୋସେସିଂ ଚାର୍ଜ) + ୨୦ (ବ୍ୟାଙ୍କ ଚାର୍ଜ)

ଆବେଦନ ପ୍ରକ୍ରିୟା– ପ୍ରାର୍ଥୀମାନେ ଅନ୍‌ଲାଇନ୍‌ ଆବେଦନ କରିପାରିବେ।

ଅଧିକ ସୂଚନା ପାଇଁ mscwb.org ରେ କ୍ଲିକ୍‌ କରନ୍ତୁ।

source- www.chakiri.plus

Comment