ଓଡ଼ିଶାଲାଇଭ୍ ବ୍ୟୁରୋ

ବାଲେଶ୍ୱରସ୍ଥିତ ଫକୀର ମୋହନ ମେଡିକାଲ କଲେଜ୍ ଆଣ୍ଡ ହସ୍ପିଟାଲରେ ଷ୍ଟାଫ୍ ନର୍ସ, ଫାର୍ମାସିଷ୍ଟ, ଲାବୋରେଟାରୀ ଟେକ୍ନିସିଆନ ଏବଂ ରେଡିଓଗ୍ରାଫର ପଦବୀରେ ସମୁଦାୟ ୨୨୩ ଜଣଙ୍କୁ ନିଯୁକ୍ତି ଦିଆଯିବ।

  • ଦେଶରେ ବଢିଚାଲିଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଯୋଗୁଁ ଏହାର ମୁକାବିଲା ପାଇଁ ଏହି ନିଯୁକ୍ତି ଦିଆଯିବ।

ପଦବୀ:

  • ଷ୍ଟାଫ୍ ନର୍ସ- ୧୬୨ଟି ପଦବୀ
  • ଫାର୍ମାସିଷ୍ଟ- ୨୦ଟି ପଦବୀ
  • ଲାବୋରେଟାରୀ ଟେକ୍ନିସିଆନ- ୩୪ଟି ପଦବୀ
  • ରେଡିଓଗ୍ରାଫର- ୭ଟି ପଦବୀ

ଇଣ୍ଟରଭ୍ୟୁ ସମୟ– ୨୦୨୦ ଏପ୍ରିଲ୍ ୩ ଓ ୪ ସକାଳ ୧୧ରୁ ଅପରାହ୍ଣ ୪

ଇଣ୍ଟରଭ୍ୟୁ ସ୍ଥାନ– ଫକୀର ମୋହନ ମେଡିକାଲ କଲେଜ୍ ଆଣ୍ଡ ହସ୍ପିଟାଲ୍, ରେମୁଣାସ୍ଥିତ କ୍ୟାମ୍ପସ୍, ବାଲେଶ୍ୱର-756019

ଅଧିକ ବିବରଣୀ ପାଇଁ baleswar.nic.in ରେ କ୍ଲିକ୍ କରନ୍ତୁ।

source:www.chakiri.plus

Comment