ଓଡ଼ିଶାଲାଇଭ୍ ବ୍ୟୁରୋ

ଗଜପତି ଜିଲ୍ଲାରେ ଷ୍ଟାଫ୍ ନର୍ସ, ଲ୍ୟାବ ଟେକ୍ନିସିଆନ, ରେଡିଓଗ୍ରାଫର, ଫାର୍ମାସିଷ୍ଟ ଆଦି ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଯୋଗ୍ୟ ପ୍ରାର୍ଥୀମାନେ ଏପ୍ରିଲ୍ ୩ ତାରିଖ ସୁଦ୍ଧା ଆବେଦନ କରିପାରିବେ।

  • ଏହି ନିଯୁକ୍ତି ଜୁନ୍ ମାସ ୩୦ ତାରଖ ଯାଏଁ ଚୁକ୍ତିଭିତ୍ତିକ।

ପଦବୀ:

  • ଷ୍ଟାଫ୍ ନର୍ସ-୨୩
  • ଲ୍ୟାବ୍ ଟେକ୍ନିସିଆନ- ୫
  • ରେଡିଓଗ୍ରାଫର- ୫
  • ଫାର୍ମାସିଷ୍ଟ- ୧୭
  • ଏମ୍.ପି.ଏଚ୍.ଡବ୍ଲୁ (ମହିଳା) – ୫୦
  • ଏମ୍.ପି.ଏଚ୍.ଡବ୍ଲୁ (ପୁରୁଷ) – ୪୬
  • ମାଇକ୍ରୋବାୟୋଲୋଜୀଷ୍ଟ- ୧

ବୟସ ସୀମା-୨୦୨୦ ଏପ୍ରିଲ୍ ୧ ସୁଦ୍ଧା ଅତିକମରେ ୨୧ ବର୍ଷରୁ ୭୦ ବର୍ଷ

ଆବେଦନ ପ୍ରକ୍ରିୟା:

ପ୍ରାର୍ଥୀମାନେ ଏପ୍ରିଲ୍ ୩ ସୁଦ୍ଧା ଇ-ମେଲ୍ ଜରିଆରେ ଆବେଦନ କରିପାରିବେ।

ମେଲ୍– gajapaticdmo@gmail.com

ଏହି ନିଯୁକ୍ତି ବିଷୟରେ ସଂପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ gajapati.nic.inରେ କ୍ଲିକ୍ କରନ୍ତୁ।

source:www.chakiri.plus

Comment