ଓଡ଼ିଶାଲାଇଭ୍ ବ୍ୟୁରୋ

ମୟୁରଭଞ୍ଜ ଜିଲ୍ଲାରେ ଷ୍ଟାଫ୍ ନର୍ସ, ଲ୍ୟାବ ଟେକ୍ନିସିଆନ, ରେଡିଓଗ୍ରାଫର, ଫାର୍ମାସିଷ୍ଟ ଆଦି ବିଭିନ୍ନ ପଦବୀରେ ଚୁକ୍ତି ଭିତ୍ତିକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଯୋଗ୍ୟ ପ୍ରାର୍ଥୀମାନେ ଆସନ୍ତା ଏପ୍ରିଲ୍ ୪ ତାରିଖ ଯାଏଁ ଆବେଦନ କରିପାରିବେ।

  • ଜୁନ୍ ମାସ ୩୦ ତାରଖ ଯାଏଁ ଚୁକ୍ତି ଭିତ୍ତିକ ନିଯୁକ୍ତି ବୈଧ ରହିବ।

ପଦବୀ:

  • ଷ୍ଟାଫ୍ ନର୍ସ-୬୫
  • ଲ୍ୟାବ୍ ଟେକ୍ନିସିଆନ- ୨୮
  • ରେଡିଓଗ୍ରାଫର- ୨୩
  • ଫାର୍ମାସିଷ୍ଟ- ୨୬
  • ଏମ୍.ପି.ଏଚ୍.ଡବ୍ଲୁ (ମହିଳା) – ୧୬୫
  • ଏମ୍.ପି.ଏଚ୍.ଡବ୍ଲୁ (ପୁରୁଷ) – ୧୫୯

ବୟସ ସୀମା-୨୦୨୦ ମାର୍ଚ୍ଚ ୧ ସୁଦ୍ଧା ଅତିକମରେ ୨୧ ବର୍ଷ

ଆବେଦନ ପ୍ରକ୍ରିୟା:

ପ୍ରାର୍ଥୀମାନେ ଏପ୍ରିଲ୍ ୪ ସୁଦ୍ଧା ଇ ମେଲ୍ ଜରିଆରେ ଆବେଦନ କରିପାରିବେ।

ମେଲ୍– cdmombj@gmail.com

ଏହି ନିଯୁକ୍ତି ବିଷୟରେ ସଂପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ mayurbhanj.nic.inରେ କ୍ଲିକ୍ କରନ୍ତୁ।

source: www.chakiri.plus

Comment