ଓଡ଼ିଶାଲାଇଭ୍ ବ୍ୟୁରୋ

କଟକସ୍ଥିତ SCB ମେଡିକାଲ କଲେଜ ଆଣ୍ଡ୍ ହସ୍ପିଟାଲରେ ରିସର୍ଚ୍ଚ ସାଇଣ୍ଟିଷ୍ଟ, ରିସର୍ଚ୍ଚ ଆସିଷ୍ଟାଣ୍ଟ ଏବଂ ଲାବୋରେଟାରୀ ଟେକ୍ନିସିଆନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆସନ୍ତା ମେ ୬ରେ ଅନୁଷ୍ଠିତ ହେବାକୁ ଯାଇଛି ଓ୍ୱାକ୍ ଇନ୍ ଇଣ୍ଟରଭ୍ୟୁ।

  • ଏହି ନିଯୁକ୍ତି ଜୁନ୍ ୩୦ ଯାଏଁ ଚୁକ୍ତିଭିତ୍ତିକ।
  • କୋଭିଡ୍-୧୯ର ମୁକାବିଲା ପାଇଁ ଏହି ନିଯୁକ୍ତି ଦିଆଯିବ।

ରିସର୍ଚ୍ଚ ସାଇଣ୍ଟିଷ୍ଟ (ଗୋଟିଏ ପଦବୀ):

  • ଯୋଗ୍ୟତା- ମେଡିକାଲ ମାଇକ୍ରୋବାୟୋଲୋଜୀ/ବାୟୋ ଟେକ୍ନୋଲୋଜୀରେ ଏମ୍.ଏସସି କରିଥିବେ। ପି.ଏଚ୍.ଡି ଡିଗ୍ରୀଧାରୀଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯିବ।
  • ଦରମା- ୨୦୦୦ ଟଙ୍କା ଦିନ ପିଛା

walk-in- interview

ରିସର୍ଚ୍ଚ ଆସିଷ୍ଟାଣ୍ଟ (୨ଟି ପଦବୀ):

  • ଯୋଗ୍ୟତା- ମେଡିକାଲ ମାଇକ୍ରୋବାୟୋଲୋଜୀ/ବାୟୋ ଟେକ୍ନୋଲୋଜୀରେ ଏମ୍.ଏସସି କରିଥିବେ।
  • ଦରମା- ୧୦୦୦ ଟଙ୍କା ଦିନ ପିଛା

ଲାବୋରେଟାରୀ ଟେକ୍ନିସିଆନ (୨ଟି ପଦବୀ):

  • ଯୋଗ୍ୟତା- ଡି.ଏମ୍.ଏଲ୍.ଟି
  • ଦରମା- ୧୦୦୦ ଟଙ୍କା ଦିନ ପିଛା

ଇଣ୍ଟରଭ୍ୟୁ:

  • ଇଣ୍ଟରଭ୍ୟୁ ସ୍ଥାନ- ଅଫିସ୍ ଅଫ୍ କନଫେରେନ୍ସ ହଲ୍, SCB ମେଡିକାଲ କଲେଜ ଆଣ୍ଡ୍ ହସ୍ପିଟାଲ, କଟକ
  • ଇଣ୍ଟରଭ୍ୟୁ ସମୟ- ୨୦୨୦ ମେ ୬ ସକାଳ ୧୦.୩୦ରୁ ଅପରାହ୍ଣ ୪ଟା

ଅଧିକ ସୂଚନା ପାଇଁ scbmch.nic.inରେ କ୍ଲିକ୍ କରନ୍ତୁ।

Source- www.chakiri.plus

Comment