ଓଡ଼ିଶାଲାଇଭ୍ ବ୍ୟୁରୋ

CIPET

ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ ଅଫ୍ ପ୍ଲାଷ୍ଟିକ୍ସ୍ ଇଞ୍ଜିନିୟରିଂ ଆଣ୍ଡ୍ ଟେକ୍ନୋଲୋଜୀ (CIPET) ଅଧୀନରେ ସିନିୟର ପ୍ରୋଜେକ୍ଟ ଅଫିସର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ପ୍ରାର୍ଥୀମାନେ ଆସନ୍ତା ମେ ୧୮ ତାରିଖ ସୁଦ୍ଧା ଇମେଲ ଦ୍ୱାରା ଆବେଦନ କରିପାରିବେ।

ଯୋଗ୍ୟତା– କେମେଷ୍ଟ୍ରୀ/ମାଟେରିଆଲ ସାଇନ୍ସ/ପଲିମର ସାଇନ୍ସ/ମାଟେରିଆଲ୍ସ୍ ଲାଇନ୍ସ ଆଣ୍ଡ୍ ଇଞ୍ଜିନିୟରିଂ/ପ୍ଲାଷ୍ଟିକ ଇଞ୍ଜିନିୟରିଂ/ପଲିମର ନାନୋ ଟେକ୍ନୋଲୋଜୀରେ ଏମ୍.ଏସସି/ଏମ୍.ଇ/ଏମ୍.ଟେକ୍ କରିଥିବେ।

ବୟସ ସୀମା- ୩୫ ବର୍ଷ

ଦରମା- ୩୬୦୦୦ ଟଙ୍କା ମାସିକ

ଆବେଦନ ପ୍ରକ୍ରିୟା– ଇଚ୍ଛୁକ ପ୍ରାର୍ଥୀମାନେ ଆସନ୍ତା ମେ ୧୮ ତାରିଖ ଯାଏଁ ଇମେଲ ଦ୍ୱାରା ଆବେଦନ କରିପାରିବେ।

ଇ ମେଲ୍Iarpmadmin@Iarpm.in

ଏହି ନିଯୁକ୍ତି ସମ୍ବନ୍ଧୀୟ ଅଧିକ ତଥ୍ୟ ପାଇଁ cipet.gov.inରେ କ୍ଲିକ୍ କରନ୍ତୁ।

Source- www.chakiri.plus

Comment