ଓଡ଼ିଶାଲାଇଭ୍ ବ୍ୟୁରୋ

cpcb

ସେଣ୍ଟ୍ରାଲ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ (CPCB) ଅଧୀନରେ ସାଇଣ୍ଟିଷ୍ଟ, ସିନିୟର ଟେକ୍ନିସିଆନ, ଡାଟା ଏଣ୍ଟ୍ରି ଅପରେଟର, ଲୋୟର ଡିଭିଜନ କ୍ଲର୍କ ଆଦି ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆବେଦନ ପ୍ରକ୍ରିୟା ମେ ୨୫ ଯାଏଁ ଆବେଦନ କରିପାରିବେ।

ପଦବୀ:

  • ସାଇଣ୍ଟିଷ୍ଟ-ବି-୧୩ଟି ପଦବୀ (୩୫ ବର୍ଷ ଯାଏଁ)
  • ଜୁନିୟର ସାଇଣ୍ଟିଷ୍ଟ ଆସିଷ୍ଟାଣ୍ଟ-୨ଟି ପଦବୀ (୩୦ ବର୍ଷ ଯାଏଁ)
  • ସିନିୟର ଟେକ୍ନିସିଆନ-୬ଟି ପଦବୀ (୩୦ ବର୍ଷ ଯାଏଁ)
  • ଡାଟା ଏଣ୍ଟ୍ରି ଅପରେଟର୍ (ଗ୍ରେଡ୍-୨) – ୨ଟି ପଦବୀ (୧୮ରୁ ୨୫ ବର୍ଷ ମଧ୍ୟରେ)
  • ଜୁନିୟର ଟେକ୍ନିସିଆନ- ୨ଟି ପଦବୀ (୧୮ରୁ ୨୫ ବର୍ଷ ମଧ୍ୟରେ)
  • ଜୁନିୟର ଲାବୋରେଟାରୀ ଆସିଷ୍ଟାଣ୍ଟ- ୭ଟି ପଦବୀ (ଏକ୍ସ ସର୍ଭିସ ମ୍ୟାନ-୩ଟି) – (୧୮ରୁ ୨୫ ବର୍ଷ ମଧ୍ୟରେ)
  • ଲୋୟର ଡିଭିଜନ୍ କ୍ଲର୍କ- ୧୩ଟି ପଦବୀ (ଏକ୍ସ ସର୍ଭିସ ମ୍ୟାନ-୧ଟି, PWD-୨ଟି) – (୧୮ରୁ ୨୫ ବର୍ଷ ମଧ୍ୟରେ)
  • ଆଟେଣ୍ଡାଣ୍ଟ୍ (MTS)- ୩ଟି (୧୮ରୁ ୨୫ ବର୍ଷ ମଧ୍ୟରେ)

ଆବେଦନ ପ୍ରକ୍ରିୟା- ପ୍ରାର୍ଥୀମାନେ ଅଫିସିଆଲ ଓ୍ୱେବସାଇଟରୁ ଅନଲାଇନ ଆବେଦନ କରିପାରିବେ।

ଏହି ନିଯୁକ୍ତି ସମ୍ବନ୍ଧୀୟ ଯୋଗ୍ୟତା ତଥା ଅନ୍ୟ ସମସ୍ତ ତଥ୍ୟ ପାଇଁ cpcb.nic.inରେ ଲଗ୍ଇନ୍ କରନ୍ତୁ।

Source- www.chakiri.plus

Comment