ଓଡ଼ିଶାଲାଇଭ୍ ବ୍ୟୁରୋ

MOSPI

ଦି ମିନିଷ୍ଟ୍ରୀ ଅଫ୍ ଷ୍ଟାଟିଷ୍ଟିକ୍ସ ଆଣ୍ଡ୍ ପ୍ରୋଗ୍ରାମ ଇମ୍ପ୍ଲିମେଣ୍ଟେସନ୍ (MoSPI) ଅଧୀନରେ ୟଙ୍ଗ ପ୍ରଫେସନାଲ ଏବଂ କନସଲଟାଣ୍ଟ ପଦବୀରେ ଯଥାକ୍ରମେ ୩୦ ଓ ୨୦ ଜଣଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆବେଦନ ପ୍ରକ୍ରିୟା ଜୁନ ୧୫ ଯାଏଁ ଚାଲୁ ରହିବ। ଏହି ନିଯୁକ୍ତି ଦିଲ୍ଲୀ, କୋଲକାତା ଏବଂ ଉତ୍ତରପ୍ରଦେଶରେ ଦିଆଯିବ।

ପଦବୀ:

  • ୟଙ୍ଗ୍ ପ୍ରଫେସନାଲ (ଆଇ.ଟି)- ୪୬ଟି ପଦବୀ
  • ୟଙ୍ଗ୍ ପ୍ରଫେସନାଲ (ଷ୍ଟାଟିଷ୍ଟିକ୍ସ) – ୧୫ଟି ପଦବୀ
  • ୟଙ୍ଗ୍ ପ୍ରଫେସନାଲ (ଆଡମିନ୍ ଆଣ୍ଡ୍ ପ୍ରୋଜେକ୍ଟ) – ୮ଟି ପଦବୀ
  • ୟଙ୍ଗ୍ ପ୍ରଫେସନାଲ (ଲିଗାଲ) – ୩ଟି ପଦବୀ
  • ଜୁନିୟର କନସଲଟାଣ୍ଟ (ଲିଗାଲ) – ୩ଟି ପଦବୀ
  • ଜୁନିୟର କନସଲଟାଣ୍ଟ (ଆଇ.ଟି)- ୨ଟି ପଦବୀ
  • ଜୁନିୟର କନସଲଟାଣ୍ଟ (ଆଡମିନ୍, କୋ-ଅଡିନେଟ୍ ଆଣ୍ଡ୍ ପଲିସି) – ୫ଟି ପଦବୀ
  • ଜୁନିୟର କନସଲଟାଣ୍ଟ (ଷ୍ଟାଟିଷ୍ଟିକ୍ସ) – ୬ଟି ପଦବୀ
  • ଜୁନିୟର କନସଲଟାଣ୍ଟ (ହିନ୍ଦୀ) – ଗୋଟିଏ ପଦବୀ
  • ସିନିୟର କନସଲଟାଣ୍ଟ (ନାସନାଲ ଆକାଉଣ୍ଟ୍ସ୍) – ୨ଟି ପଦବୀ
  • ଚିଫ୍ କନସଲଟାଣ୍ଟ୍ (ନାସନାଲ ଆକାଉଣ୍ଟ୍ସ୍) –  ଗୋଟିଏ ପଦବୀ

ବୟସ ସୀମା:

  • ୟଙ୍ଗ୍ ପ୍ରଫେସନାଲ- ୩୫ ବର୍ଷ
  • କନସଲଟାଣ୍ଟ-୬୫ ବର୍ଷ
  • ଅବସରପ୍ରାପ୍ତ ସରକାରୀ କର୍ମଚାରୀମାନେ କନସଲଟାଣ୍ଟ ପଦବୀ ପାଇଁ ଆବେଦନ କରିପାରିବେ।

ଦରମା:

  • ୟଙ୍ଗ୍ ପ୍ରଫେସନାଲ- ୬୦୦୦୦ ଟଙ୍କା
  • ଜୁନିୟର କନସଲଟାଣ୍ଟ- ୬୦୦୦୦ରୁ ୮୦୦୦୦ ଟଙ୍କା
  • ସିନିୟର କମସଲଟାଣ୍ଟ- ୮୦୦୦୦ରୁ ୧୨୦୦୦୦ ଟଙ୍କା
  • ଚିଫ୍ କନସଲଟାଣ୍ଟ- ୧୦୦୦୦୦ରୁ ୧୫୦୦୦୦ ଟଙ୍କା

ଆବେଦନ ପ୍ରକ୍ରିୟା

  • ପ୍ରାର୍ଥୀମାନେ ଜୁନ ୧୫ ତାରିଖ ସଂଧ୍ୟା ୬ ଟା ଯାଏଁ ଅନଲାଇଲ ଆବେଦନ କରିପାରିବେ।
  • ଅନଲାଇନ ଆବେଦନ ପାଇଁ – କ୍ଲିକ୍ କରନ୍ତୁ

ଏହି ନିଯୁକ୍ତି ବିଷୟରେ ଯୋଗ୍ୟତା ତଥା ଅନ୍ୟ ସମସ୍ତ ତଥ୍ୟ ପାଇଁ mospi.gov.inରେ ଲଗ୍ଇନ୍ କରନ୍ତୁ।

Source- www.chakiri.plus

Comment