ଓଡ଼ିଶାଲାଇଭ୍‌ ବ୍ୟୁରୋ

କିଛି ସମୟରେ ପରେ ଆରମ୍ଭ ହେବ ଅମ୍ପନର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା। ଏହାକୁ ନେଇ ତାଜା ଅପଡେଟ୍‌ ଦେଲେ ଏସ୍‌ଆରସି ପ୍ରଦୀପ ଜେନା।

  • ସନ୍ଧ୍ୟା ୫ଟା ପରେ ଲ୍ୟାଣ୍ଡଫଲ୍‌ କରିବ ବାତ୍ୟା ଅମ୍ପନ।
  • ଏବେ ଦୀଘାଠାରୁ ୯୫ କିଲୋମିଟର ଦୂରରେ ରହିଛି ଅମ୍ପନ।
  • ଆଉ ୩ରୁ ସାଢ଼େ ୩ ଘଣ୍ଟା ମଧ୍ୟରେ ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ ହୋଇଯିବ।
  • ଏହି ସମୟ ମଧ୍ୟରେ ବାଲେଶ୍ଵରରେ ପବନର ବେଗ ବଢ଼ିବ।
  • ବାଲେଶ୍ଵର ସହ ମୟୂରଭଞ୍ଜର କିଛି ଅଞ୍ଚଳରେ ଏହାର ପ୍ରଭାବ ପଡ଼ିବ।
  • ପୂର୍ବ ଆକଳନ ଅନୁଯାୟୀ ନିର୍ଦ୍ଦିଷ୍ଟ ଗତିପଥରେ ବାତ୍ୟା ଆଗକୁ ଯାଉଛି।
  • ଆଉ ଏବେ ଆକସ୍ମିକ ଭାବେ ଗତିପଥ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ।
  • ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଜିଲ୍ଲାରେ ବାତ୍ୟାର ପ୍ରଭାବ ପଡ଼ିଛି।
  • ଏହି ସ୍ଥାନମାନଙ୍କରେ କେତେକାଶଂରେ କ୍ଷୟକ୍ଷତି ମଧ୍ୟ ହୋଇଛି।

Comment