ଓଡ଼ିଶାଲାଇଭ୍ ବ୍ୟୁରୋ

odisha sasana

ଭୁବନେଶ୍ୱରସ୍ଥିତ IED (ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଟରପ୍ରେନ୍ୟୋରସିପ୍ ଡେଭେଲପମେଣ୍ଟ), ଓଡ଼ିଶା ଅଧୀନରେ ପ୍ରୋଜେକ୍ଟ କୋର୍ଡିନେଟର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିଯୁକ୍ତି SFURTI ସେଲରେ ଦିଆଯିବ। ଏନେଇ ଆବେଦନ ପ୍ରକ୍ରିୟା ଆସନ୍ତା ଜୁନ୍ ମାସ ୬ ତାରିଖ ଯାଏଁ ଚାଲୁ ରହିବ।

ଯୋଗ୍ୟତା– ଇକୋନୋମିକ୍ସ/କମର୍ସ/ଏମ୍.ବି.ଏରେ ୬୦ ପ୍ରତିଶତ ନମ୍ବର ରଖି ପାସ୍ କରିଥିବେ। ଏହା ସହ ପ୍ରୋଜେକ୍ଟ କୋର୍ଡିନେସନ୍, ପ୍ରୋଜେକ୍ଟ ରିପୋର୍ଟ ଆନାଲିସିସ୍, ପ୍ରମୋସନ୍ ଅଫ୍ ମାଇକ୍ରୋ ଆଣ୍ଡ୍ ସ୍ମଲ୍ ଏଣ୍ଟରପ୍ରାଇଜେସରେ ଅତିକମରେ ୩ରୁ ୫ ବର୍ଷ ଅଭିଜ୍ଞତା ଥିବା ଆବଶ୍ୟକ।

ବୟସ ସୀମା- ୨୫ରୁ ୩୫ ବର୍ଷ

ଦରମା- ୩୦୦୦୦ ଟଙ୍କା

ଆବେଦନ ପ୍ରକ୍ରିୟା- ପ୍ରାର୍ଥୀମାନଙ୍କୁ ନିଜର ଆବେଦନପତ୍ର ଓ ସମସ୍ତ ଦରକାରୀ ଡକ୍ୟୁମେଣ୍ଟଗୁଡ଼ିକୁ ଜୁନ୍ ୬ ତାରିଖ ସଂଧ୍ୟା ୫ଟା ସୁଦ୍ଧା iedodosha87@gmail.com ଇମେଲ୍ ମାଧ୍ୟମରେ ପଠାଇବା ସହ ଡାକ ମାଧ୍ୟମରେ ନିମ୍ନଲିଖିତ ଠିକଣାରେ ଦାଖଲ କରିବାକୁ ହେବ।

ଠିକଣା- ଦି ଚିଫ୍ ଏକ୍ସିକ୍ୟୁଟିଭ୍ ଅଫିସର୍, ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଟରପ୍ରେନ୍ୟୋରସିପ୍ ଡେଭେଲପମେଣ୍ଟ, ଓଡ଼ିଶା, ପ୍ଲଟ୍ ନଂ.123, ସୋକ୍ଟର-ଏ, ଜୋନ୍-ଏ, ମଞ୍ଚେଶ୍ୱର ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟ୍, ରସୁଲଗଡ଼, ଭୁବନେଶ୍ୱର-751010

ଏହି ନିଯୁକ୍ତି ବିଷୟରେ ଅଧିକ ଜାଣିବାକୁ ହେଲେ iedodisha.nic.inରେ କ୍ଲିକ୍ କରନ୍ତୁ।

Source- www.chakiri.plus

Comment