ଓଡ଼ିଶାଲାଇଭ୍ ବ୍ୟୁରୋ

RCB

ରିଜିଓନାଲ ସେଣ୍ଟର ଫର୍ ବାୟୋ-ଟେକ୍ନୋଲୋଜୀ (RCB) ଅଧୀନରେ ପ୍ରୋଜେକ୍ଟ ମ୍ୟାନେଜର, ଗ୍ରାଣ୍ଟ୍ସ୍ ଆଡଭାଇଜର, ସିଷ୍ଟମ ଆନାଲିଷ୍ଟ ଆଦି ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଯୋଗ୍ୟ ତଥା ଅଭିଜ୍ଞ ବ୍ୟକ୍ତିବିଶେଷ ଆସନ୍ତା ମେ ୨୯ ଯାଏଁ ଆବେଦନ କରିପାରିବେ।

ପଦବୀ:

  • ପ୍ରୋଜେକ୍ଟ ମ୍ୟାନେଜର-ଗୋଟିଏ ପଦବୀ
  • ଗ୍ରାଣ୍ଟ୍ସ୍ ଆଡଭାଇଜର-୩ଟି ପଦବୀ
  • ମ୍ୟାନେଜର (ଆଡମିନିଷ୍ଟ୍ରେଟିଭ୍ ଏବଂ ଫାଇନାନ୍ସ)- ଗୋଟିଏ ପଦବୀ
  • ସିଷ୍ଟମ ଆନାଲିଷ୍ଟ- ଗୋଟିଏ ପଦବୀ
  • ସିନିୟର ଲିଆଜୋନ (ଯୋଗାଯୋଗ) ଆସିଷ୍ଟାଣ୍ଟ-ଗୋଟିଏ ପଦବୀ
  • ସିନିୟର ଆକାଉଣ୍ଟ୍ସ୍ ଆସିଷ୍ଟାଣ୍ଟ-ଗୋଟିଏ ପଦବୀ
  • ଆକାଉଣ୍ଟ୍ସ୍ ଆସିଷ୍ଟାଣ୍ଟ-୩ଟି ପଦବୀ
  • ଡାଟା ଏଣ୍ଟ୍ରୀ ଅପରେଟର-୩ଟି ପଦବୀ
  • ଟେକ୍ନିକାଲ ଆସିଷ୍ଟାଣ୍ଟ (ଆଇ.ଟି ଏବଂ ସପୋର୍ଟ ସର୍ଭିସ)- ଗୋଟିଏ ପଦବୀ
  • ଫ୍ରଣ୍ଟ୍ ଅଫିସ ଆସିଷ୍ଟାଣ୍ଟ-ଗୋଟିଏ ପଦବୀ
  • ସେକ୍ରେଟାରିଆଲ୍ ଆସିଷ୍ଟାଣ୍ଟ-ଗୋଟିଏ ପଦବୀ
  • ମଲ୍ଟି ଟାସ୍କିଂ ଷ୍ଟାଫ୍-୨ଟି ପଦବୀ

ଆବେଦନ ପ୍ରକ୍ରିୟା- ଇଚ୍ଛୁକ ପ୍ରାର୍ଥୀମାନେ ଓ୍ୱେବସାଇଟରୁ ମେ ୨୯ ଯାଏଁ ଅନଲାଇନ ଆବେଦନ କରିପାରିବେ।

ଆବେଦନ ଶୁଳ୍କ- ୧୦୦୦ ଟଙ୍କା

ଏହି ନିଯୁକ୍ତି ସମ୍ବନ୍ଧୀୟ ଯୋଗ୍ୟତା ତଥା ସବିଶେଷ ବିବରଣୀ ପାଇଁ rcb.res.inରେ କ୍ଲିକ୍ କରନ୍ତୁ।

Source- www.chakiri.plus

Comment