ଓଡ଼ିଶାଲାଇଭ୍ ବ୍ୟୁରୋ

Pawan-Hans-ltd

 

ପବନ ହଂସ ଲିମିଟେଡ୍ (ଭାରତର ସର୍ବବୃହତ ହେଲିକେପ୍ଟର କମ୍ପାନୀ) ଅଧୀନରେ ଆସୋସିଏଟ୍, ଜୁନିୟର ଆସୋସିଏଟ୍, ବେସ୍ ଆସିଷ୍ଟାଣ୍ଟ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆବେଦନ ପ୍ରକ୍ରିୟା ମେ ୨୫ ଯାଏଁ ଚାଲୁ ରହିବ। ଏହି ନିଯୁକ୍ତି ଗୋଟିଏ ବର୍ଷ ପାଇଁ ଚୁକ୍ତିଭିତ୍ତିକ।

ପଦବୀ:

ଆସୋସିଏଟ୍ (CAMO)

  • ପଦବୀ ସଂଖ୍ୟା- ୨
  • ଯୋଗ୍ୟତା- ଯେକୌଣସି ସ୍ୱୀକୃତିପ୍ରାପ୍ତ ୟୁନିଭର୍ସିଟିରୁ ଗ୍ରାଜୁଏଟ୍ ଡିଗ୍ରୀ ହାସଲ କରିଥିବେ। ଏଭିଏସନ୍ ଇଣ୍ଡଷ୍ଟ୍ରୀରେ ଅତିକମରେ ୩ ବର୍ଷର ଅଭିଜ୍ଞତା ଥିବ।
  • ବୟସ ସୀମା- ଅତିବେଶୀରେ ୨୮ ବର୍ଷ
  • ଦରମା- ୨୭୦୦୦ ଟଙ୍କା

ଜୁନିୟର ଆସୋସିଏଟ୍ (CAMO)

  • ପଦବୀ ସଂଖ୍ୟା- ୨
  • ଯୋଗ୍ୟତା- ଯେକୌଣସି ସ୍ୱୀକୃତିପ୍ରାପ୍ତ ୟୁନିଭର୍ସିଟିରୁ ଗ୍ରାଜୁଏଟ୍ ଡିଗ୍ରୀ ହାସଲ କରିଥିବେ। ଏଭିଏସନ୍ ଇଣ୍ଡଷ୍ଟ୍ରୀରେ ଅତିକମରେ ଗୋଟିଏ ବର୍ଷର ଅଭିଜ୍ଞତା ଥିବ।
  • ବୟସ ସୀମା- ଅତିବେଶୀରେ ୨୮ ବର୍ଷ
  • ଦରମା- ୨୪୦୦୦ ଟଙ୍କା

ବେସ୍ ଆସିଷ୍ଟାଣ୍ଟ

  • ପଦବୀ ସଂଖ୍ୟା-୨
  • ଯୋଗ୍ୟତା- ଯେକୌଣସି ସ୍ୱୀକୃତିପ୍ରାପ୍ତ ୟୁନିଭର୍ସିଟିରୁ ଗ୍ରାଜୁଏଟ୍ ଡିଗ୍ରୀ ହାସଲ କରିଥିବେ। ଅତିକମରେ ୩ ବର୍ଷର ଅଭିଜ୍ଞତା ଥିବ(ଏଭିଏସନ୍ ଇଣ୍ଡଷ୍ଟ୍ରୀରେ ଥିଲେ ଅଧିକ ପ୍ରାଧାନ୍ୟ ଦିଆଯିବ)।
  • ବୟସ ସୀମା- ଅତିବେଶୀରେ ୨୮ ବର୍ଷ
  • ଦରମା- ୨୧୦୦୦ ଟଙ୍କା

ଆବେଦନ ପ୍ରକ୍ରିୟା- ପ୍ରାର୍ଥୀମାନେ ଅନଲାଇନ ଆବେଦନ କରିପାରିବେ।

ଆବେଦନ ଶୁଳ୍କ– ୧୧୮ ଟଙ୍କା (ST/SC/PWD ପାଇଁ ଛାଡ଼)

ଏହି ନିଯୁକ୍ତି ସମ୍ବନ୍ଧୀୟ ସମସ୍ତ ତଥ୍ୟ ପାଇଁ pawanhans.co.inରେ କ୍ଲିକ୍ କରନ୍ତୁ।

Source- www.chakiri.plus

Comment