ଓଡ଼ିଶାଲାଇଭ୍ ବ୍ୟୁରୋ

DRDO

RAC (ରିକ୍ରୁଟମେଣ୍ଟ ଆଣ୍ଡ୍ ଆସେସମେଣ୍ଟ ସେଣ୍ଟର) ତରଫରୁ DRDO ଅଧୀନରେ ସାଇଣ୍ଟିଷ୍ଟ-ବି ପଦବୀରେ ସମୁଦାୟ ୧୬୭ ଜଣଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ପ୍ରାର୍ଥୀମାନେ ଜୁଲାଇ ୧୦ ତାରିଖ ଯାଏଁ ଆବେଦନ କରିପାରିବେ। ଗ୍ରାଜୁଏଟ୍ ଇଞ୍ଜିନିୟର ଏବଂ ସାଇନ୍ସର ପୋଷ୍ଟ ଗ୍ରାଜୁଏଟମାନେ ଏହି ପଦବୀ ପାଇଁ ଆବେଦନ କରିପାରିବେ।

ପଦବୀ:

ପାର୍ଟ-୧ (ଭାଲିଡ୍ ଗେଟ୍ ସ୍କୋର ଆଧାରରେ):

  • ଇଲେକ୍ଟ୍ରୋନିକ୍ସ ଆଣ୍ଡ୍ କମୁନିକେସନ୍ ଇଞ୍ଜିନିୟରିଂ- ୩୭ଟି ପଦବୀ
  • ମେକାନିକାଲ ଇଞ୍ଜିନିୟରିଂ- ୩୫ଟି ପଦବୀ
  • କମ୍ପ୍ୟୁଟର ସାଇନ୍ସ ଆଣ୍ଡ୍ ଇଞ୍ଜିନିୟରିଂ- ୩୧ଟି ପଦବୀ

ପାର୍ଟ-୨ (ଗେଟ୍ ସ୍କୋର ଏବଂ ପର୍ସନାଲ ଇଣ୍ଟରଭ୍ୟୁ ଆଧାରରେ):

  • ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ- ୧୨ଟି ପଦବୀ
  • ମାଟେରିଆଲ ସାଇନ୍ସ ଆଣ୍ଡ୍ ଇଞ୍ଜିନିୟରିଂ/ମେଟାର୍ଲଜିକାଲ ଇଞ୍ଜିନିୟରିଂ-୧୦ଟି ପଦବୀ
  • ଫିଜିକ୍ସ- ୮ଟି ପଦବୀ
  • କେମେଷ୍ଟ୍ରୀ- ୭ଟି ପଦବୀ
  • କେମିକାଲ ଇଞ୍ଜିନିୟରିଂ- ୬ଟି ପଦବୀl
  • ଏରୋନଟିକାଲ ଇଞ୍ଜିନିୟରିଂ-୪ଟି ପଦବୀ
  • ମ୍ୟାଥେମେଟିକ୍ସ- ୪ଟି ପଦବୀ
  • ସିଭିଲ୍ ଇଞ୍ଜିନିୟରିଂ- ୩ଟି ପଦବୀ

ପାର୍ଟ-୩ (NET ରେ ହାସଲ କରିଥିବା ମାର୍କ ଏବଂ ପର୍ସନାଲ ଇଣ୍ଟରଭ୍ୟୁ ଆଧାରରେ):

  • ସାଇକୋଲୋଜୀ- ୧୦ଟି ପଦବୀ

ବୟସ:

  • ସାଧାରଣବର୍ଗ/EWS- ୨୮ ବର୍ଷ
  • OBC- ୩୧ ବର୍ଷ
  • SC/ST- ୩୩ ବର୍ଷ

ଆବେଦନ ପ୍ରକ୍ରିୟା- ପ୍ରାର୍ଥୀମାନେ ଅନଲାଇନ ଆବେଦନ କରିପାରିବେ।

ଯୋଗ୍ୟତା ତଥା ଅନ୍ୟ ସମସ୍ତ ତଥ୍ୟ ପାଇଁ rac.gov.inରେ କ୍ଲିକ୍ କରନ୍ତୁ।

Source- www.chakiri.plus

Comment