ଓଡ଼ିଶାଲାଇଭ୍ ବ୍ୟୁରୋ

NHM

NHM ତରଫରୁ କନ୍ଧମାଳ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଅଧୀନରେ ୩୧ ଜଣ ସ୍ୱାସ୍ଥ୍ୟକର୍ମୀଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଯୋଗ୍ୟ ପ୍ରାର୍ଥୀମାନେ ଆସନ୍ତା ମେ ୨୭ ତାରିଖ ସୁଦ୍ଧା ଆବେଦନ କରିପାରିବେ। NHM ଅଧୀନରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ଏହି ପଦବୀ ପାଇଁ ଆବେଦନ କରିପାରିବେ।

ପଦବୀ:

  • ପେଡିଆଟ୍ରିସିଆନ୍-DEIC- ଗୋଟିଏ ପଦବୀ (ଦରମା- ୬୬୧୫୦ ଟଙ୍କା)
  • MBBS ଡାକ୍ତର- ୯ଟି ପଦବୀ (ଦରମା- ୫୨୯୨୦ ଟଙ୍କା)
  • ବ୍ଲକ୍ ଡାଟା ମ୍ୟାନେଜର/DEO- ୫ଟି ପଦବୀ (ଦରମା- ୧୩୮୯୨ ଟଙ୍କା)
  • ଫାର୍ମାସିଷ୍ଟ-MHT- ୨ଟି ପଦବୀ (ଦରମା-୯୩୫୦ ଟଙ୍କା)
  • ଫାର୍ମାସିଷ୍ଟ-MHU- ୭ଟି ପଦବୀ (ଦରମା- ୯୩୫୦ ଟଙ୍କା)
  • HW(F)- MHT- ୩ଟି ପଦବୀ (ଦରମା- ୧୧୧୭୬ ଟଙ୍କା)
  • ଡେଣ୍ଟାଲ୍ ଡାକ୍ତର- ଗୋଟିଏ ପଦବୀ (ଦରମା-୩୫୬୫୫ ଟଙ୍କା)
  • ଡେଣ୍ଟାଲ୍ ଟେକ୍ନିସିଆନ୍- ଗୋଟିଏ ପଦବୀ (ଦରମା-୧୧୫୬୨ ଟଙ୍କା)
  • କ୍ଲିନିକାଲ୍ ସାଇକୋଲୋଜୀଷ୍ଟ-DMHP-ଗୋଟିଏ ପଦବୀ (ଦରମା-୨୫୯୩୧ ଟଙ୍କା)
  • RMNCH+A କାଉନସେଲର୍- ଗୋଟିଏ ପଦବୀ (୧୫୯୭୬ ଟଙ୍କା)

ଆବେଦନ ପ୍ରକ୍ରିୟା- ପ୍ରାର୍ଥୀମାନେ ନିଜର ଆବେଦନପତ୍ର ମେ ୨୭ ତାରିଖ ସୁଦ୍ଧା cdmorecruitment2020@gmail.comରେ ମେଲ୍ କରିବେ।

ଏହି ନିଯୁକ୍ତି ସମ୍ବନ୍ଧୀୟ ଅଧିକ ତଥ୍ୟ ଜାଣିବା ପାଇଁ Kandhamal.nic.inରେ କ୍ଲିକ୍ କରନ୍ତୁ।

Source- www.chakiri.plus

Comment