ଓଡ଼ିଶାଲାଇଭ୍ ବ୍ୟୁରୋ

AICOF india ltd

ଆଗ୍ରିକଲଚର ଇନସୁରାନ୍ସ କମ୍ପାନୀ ଅଫ୍ ଇଣ୍ଡିଆ ଲିମିଟେଡ୍ ଅଧୀନରେ ବିଭିନ୍ନ ରାଜ୍ୟରେ ଡିଷ୍ଟ୍ରିକ୍ଟ ମ୍ୟାନେଜର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆସନ୍ତା ମେ ୨୮ ଯାଏଁ ଆବେଦନ ପ୍ରକ୍ରିୟା ଚାଲୁ ରହିବ।

ଯୋଗ୍ୟତା– ଆଗ୍ରିକଲଚର/ହର୍ଟିକଲଚର/ରୁରାଲ ଷ୍ଟଡିଜ୍/ଆଗ୍ରି-ବିଜିନେସ୍ ମ୍ୟାନେଜମେଣ୍ଟରେ ଡିପ୍ଲୋମା ବା ଗ୍ରାଜୁଏସନ୍ କରିଥିବେ (୬୦ ପ୍ରତିଶତ ମାର୍କ ସହ)। ଏଗ୍ରିକଲଚର ଇନସୁରାନ୍ସ ମାର୍କେଟିଂ ବା ରିସ୍କ ମ୍ୟାନେଜମେଣ୍ଟରେ ଅତିକମରେ ଦୁଇ ବର୍ଷର ଅଭିଜ୍ଞତା ଥିବ।

ବୟସ ସୀମା– ୨୦୨୦ ମେ ୧ ସୁଦ୍ଧା ଅତିବେଶୀରେ ୩୫ ବର୍ଷ

ଦରମା– ବାର୍ଷିକ ୩ରୁ ୫ ଲକ୍ଷ ଟଙ୍କା

 

ଆବେଦନ ପ୍ରକ୍ରିୟା– ପ୍ରାର୍ଥୀମାନେ ଅଫିସିଆଲ ଓ୍ୱେବସାଇଟରୁ ଅନଲାଇନ ଆବେଦନ କରିପାରିବେ।

ଆବେଦନ ଶୁଳ୍କ:

  • ସାଧାରଣ ବର୍ଗ/OBC/EWS- ୪୦୦ ଟଙ୍କା
  • SC/SC- ୧୦୦ ଟଙ୍କା
  • PWD- କୌଣସି ଶୁଳ୍କ ନାହିଁ

ଏହି ନିଯୁକ୍ତି ସମ୍ବନ୍ଧୀୟ ଅଧିକ ତଥ୍ୟ ଜାଣିବା ପାଇଁ aicofindia.comରେ କ୍ଲିକ୍ କରନ୍ତୁ।

Source- www.chakiri.plus

Comment