ଓଡ଼ିଶାଲାଇଭ୍ ବ୍ୟୁରୋ

odisha sasana 1

ବୌଦ୍ଧ ଜିଲ୍ଲାରେ କୋରୋନା ମୁକାବିଲା ପାଇଁ ଷ୍ଟାଫ୍ ନର୍ସ, ଏଲ୍.ଟି,ରେଡିଓଗ୍ରାଫର୍ ଏବଂ MPWH ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆସନ୍ତା ମେ ମାସ ୨୭ ଏବଂ ୨୮ ତାରିଖ ଅନୁଷ୍ଠିତ ହେବାକୁ ଯାଉଛି ଓ୍ୱାକ୍ ଇନ୍ ଇଣ୍ଟରଭ୍ୟୁ।

ଷ୍ଟାଫ୍ ନର୍ସ:

  • ପଦବୀ ସଂଖ୍ୟା-୨
  • ଦରମା-୧୦୦୦ ଟଙ୍କା ଦିନକୁ
  • ଇଣ୍ଟରଭ୍ୟୁ ତାରିଖ- ମେ ୨୭

ଏଲ୍.ଟି:

  • ପଦବୀ ସଂଖ୍ୟା-୪
  • ଦରମା- ୧୦୦୦ ଟଙ୍କା ଦିନ ପିଛା
  • ଇଣ୍ଟରଭ୍ୟୁ ତାରିଖ- ମେ ୨୮

ରେଡିଓଗ୍ରାଫର୍:

  • ପଦବୀ ସଂଖ୍ୟା- ୩
  • ଦରମା- ୧୦୦୦ ଟଙ୍କା ଦିନ ପିଛା
  • ଇଣ୍ଟରଭ୍ୟୁ ତାରିଖ- ମେ ୨୮

MPHW (ପୁରୁଷ):

  • ପଦବୀ ସଂଖ୍ୟା-୧୯
  • ଦରମା- ୮୫୦ ଟଙ୍କା ଦିନ ପିଛା
  • ଇଣ୍ଟରଭ୍ୟୁ ତାରିଖ- ମେ ୨୮

ଇଣ୍ଟରଭ୍ୟୁ ସ୍ଥାନ– ANMTC, ବୌଦ୍ଧ

ରେଜିଷ୍ଟ୍ରେସନ୍ ସମୟ- ସକାଳ ୯ରୁ ୧୧ଟା

ଏହି ନିଯୁକ୍ତି ସମ୍ବନ୍ଧୀୟ ଯୋଗ୍ୟତା ଏବଂ ଅନ୍ୟ ତଥ୍ୟ ପାଇଁ boudh.nic.inରେ ଲଗ୍ଇନ୍ କରନ୍ତୁ।

Source- www.chakiri.plus

Comment