ଓଡ଼ିଶାଲାଇଭ୍ ବ୍ୟୁରୋ

AIIMS BBSR

AIIMS ଭୁବନେଶ୍ୱର ଏବଂ AIIMS ଗୌହାଟୀରେ ଫାଇନାନ୍ସିଆଲ ଆଡଭାଇଜର୍, ଚିଫ୍ ଡାଏଟିସିଆନ୍, ଏକ୍ସିକ୍ୟୁଟିଭ୍ ଇଞ୍ଜିନିୟର ଆଦି ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।ଏହି ନିଯୁକ୍ତି ଡେପୁଟେସନ୍ ଆଧାରରେ ହେବ।

AIIMS ଭୁବନେଶ୍ୱର (ଗ୍ରୁପ୍-ଏ):

  • ଫାଇନାନ୍ସିଆଲ୍ ଆଡଭାଇଜର-ଗୋଟିଏ ପଦବୀ
  • ଫାଇନାନ୍ସିଆଲ୍ ଆଣ୍ଡ୍ ଚିଫ୍ ଆକାଉଣ୍ଟ୍ସ୍ ଅଫିସର୍ (ସିନିୟର ଆକାଉଣ୍ଟସ୍ ଅଫିସର)- ଗୋଟିଏ ପଦବୀ
  • ଚିଫ୍ ଡାଏଟିସିଆନ୍- ଗୋଟିଏ ପଦବୀ
  • ଏକ୍ସିକ୍ୟୁଟିଭ୍ ଇଞ୍ଜିନିୟର (ସିଭିଲ୍)- ଗୋଟିଏ ପଦବୀ
  • ଏକ୍ସିକ୍ୟୁଟିଭ୍ ଇଞ୍ଜିନିୟର (A/C&R)- ଗୋଟିଏ ପଦବୀ
  • ହସ୍ପିଟାଲ୍ ଆର୍କିଟେକ୍ଟ- ଗୋଟିଏ ପଦବୀ
  • ନର୍ସିଂ ସୁପରିଟେଣ୍ଡେଣ୍ଟ୍- ୩ଟି ପଦବୀ
  • ଚିଫ୍ ମେଡିକାଲ ସୋସିଆଲ୍ ସର୍ଭିସ୍ ଅଫିସର- ଗୋଟିଏ ପଦବୀ
  • ଆକାଉଣ୍ଟ୍ସ୍ ଅଫିସର- ୩ଟି ପଦବୀ

AIIMS ଗୌହାଟୀ (ଗ୍ରୁପ୍-ଏ):

  • ଫାଇନାନ୍ସିଆଲ୍ ଆଡଭାଇଜର୍- ଗୋଟିଏ ପଦବୀ
  • ସୁପରିଟେଣ୍ଡିଂ ଇଞ୍ଜିନିୟର- ଗୋଟିଏ ପଦବୀ
  • ଏକ୍ସିକ୍ୟୁଟିଭ୍ ଇଞ୍ଜିନିୟର (ସିଭିଲ୍)- ଗୋଟିଏ ପଦବୀ
  • ଏକ୍ସିକ୍ୟୁଟିଭ୍ ଇଞ୍ଜିନିୟର (ଇଲେକ୍ଟ୍ରିକାଲ୍)- ଗୋଟିଏ ପଦବୀ
  • ଆଡମିନିଷ୍ଟ୍ରେଟିଭ୍ ଅଫିସର-ଗୋଟିଏ ପଦବୀ

ବୟସ ସୀମା– ୫୬ ବର୍ଷ

ଆବେଦନ ପ୍ରକ୍ରିୟା– ଏହି ବିଜ୍ଞପ୍ତି ମେ ୨୬ରେ ପ୍ରକାଶ ପାଇଥିଲା। ଏହାର ୩୦ ଦିନ ମଧ୍ୟରେ ପ୍ରାର୍ଥୀମାନେ ନିଜର ଆବେଦନ ପତ୍ର ନିମ୍ନଲିଖିତ ଠିକଣାରେ ଦାଖଲ କରିବେ।

ଠିକଣା– ଦି ଆସିଷ୍ଟାଣ୍ଟ ଆଡମିନିଷ୍ଟ୍ରେଟିଭ୍ ଅଫିସର, ରିକ୍ରୁଟମେଣ୍ଟ ସେଲ୍, ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍, ଏଟ୍- ସିଜୁଆ, ପୋଷ୍ଟ-ଡୁମଡୁମା, ପାତ୍ରପଡ଼ା, ଭୁବନେଶ୍ୱର-751019

ଏହି ନିଯୁକ୍ତି ସମ୍ବନ୍ଧୀୟ ଅଧିକ ସୂଚନା ପାଇଁ aiimsbhubaneswar.nic.inରେ କ୍ଲିକ୍ କରନ୍ତୁ।

Source- www.chakiri.plus

Comment