ଓଡ଼ିଶାଲାଇଭ୍ ବ୍ୟୁରୋ

odisha sasana

ଓଡ଼ିଶା ଟ୍ରାଇବାଲ୍ ଡେଭେଲପମେଣ୍ଟ ସୋସାଇଟି (OTDS) ଅଧୀନରେ ଟେକ୍ନିକାଲ ଏକ୍ସପର୍ଟ (କ୍ୱାଲିଟି ଏଜୁକେସନ୍) ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆସନ୍ତା ଜୁନ୍ ୬ ତାରିଖରେ ଅନୁଷ୍ଠିତ ହେବ ଓ୍ୱାକ୍ ଇନ୍ ଇଣ୍ଟରଭ୍ୟୁ। ଏହି ନିଯୁକ୍ତି ସଂପୂର୍ଣ୍ଣରୂପେ ଚୁକ୍ତିଭିତ୍ତିକ।

ଯୋଗ୍ୟତା– ଏମ୍.ବି.ଏ/ସୋସିଆଲ୍ ଓ୍ୱାର୍କ ବା ସୋସିଆଲ୍ ସାଇନ୍ସରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ସହ ସଂପୃକ୍ତ ପଦବୀରେ ଅତିକମରେ ୫ ବର୍ଷର ଅଭିଜ୍ଞତା ଥିବ।

ଇଣ୍ଟରଭ୍ୟୁ ସ୍ଥାନ– SCSTRTI, CRP ସ୍କୋୟାର୍, ୟୁନିଟ୍ 8, ଭୁବନେଶ୍ୱର, ଓଡ଼ିଶା 751012

ଇଣ୍ଟରଭ୍ୟୁ ସମୟ– ସକାଳ ୧୦.୩୦ରୁ ୧୨ଟା

ଅଧିକ ସୂଚନା ପାଇଁ otds.inରେ କ୍ଲିକ୍ କରନ୍ତୁ।

Source- www.chakiri.plus

Comment