ଓଡ଼ିଶାଲାଇଭ୍ ବ୍ୟୁରୋ

IIMSBP-new-logo

ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ୍, ସମ୍ବଲପୁର (IIM ସମ୍ବଲପୁର) ଅଧୀନରେ ଲାଇବ୍ରେରିଆନ, ଆଡମିନିଷ୍ଟ୍ରେଟିଭ୍ ଅଫିସର ଆଦି ବିଭିନ୍ନ ଅଣଶିକ୍ଷକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ପ୍ରାର୍ଥୀମାନେ ଆସନ୍ତା ଜୁନ୍ ମାସ ୯ ତାରିଖ ସୁଦ୍ଧା ଆବେଦନ କରିପାରିବେ।

ପଦବୀ:

  • ଲାଇବ୍ରେରିଆନ୍ (ରେଗୁଲାର/କଣ୍ଟ୍ରାକ୍ଟ) – ଗୋଟିଏ ପଦବୀ
  • ଫାଇନାନ୍ସ ଆଡଭାଇଜର ଆଣ୍ଡ୍ ଚିଫ୍ ଆକାଉଣ୍ଟ୍ସ୍ ଅଫିସର – ଗୋଟିଏ ପଦବୀ
  • ସିନିୟର ଆଡମିନିଷ୍ଟ୍ରେଟିଭ୍ ଅଫିସର୍ (ଆକାଡେମିକ୍ ପ୍ରୋଗ୍ରାମ/ ରେଗୁଲାର/କଣ୍ଟ୍ରାକ୍ଟ) – ଗୋଟିଏ ପଦବୀ
  • ଆଡମିନିଷ୍ଟ୍ରେଟିଭ୍ ଅଫିସର୍ (ପରଚେଜ୍) (ରେଗୁଲାର/କଣ୍ଟ୍ରାକ୍ଟ) – ଗୋଟିଏ ପଦବୀ
  • ପ୍ଲେସମେଣ୍ଟ୍ ଅଫିସର୍ (କଣ୍ଟ୍ରାକ୍ଟ) – ଗୋଟିଏ ପଦବୀ
  • ଆଡମିନିଷ୍ଟ୍ରେଟିଭ୍ ଅଫିସର୍ (ଜେନେରାଲ ଆଡମିନିଷ୍ଟ୍ରେସନ୍) (ରେଗୁଲାର/କଣ୍ଟ୍ରାକ୍ଟ) – ଗୋଟିଏ ପଦବୀ
  • ଆସିଷ୍ଟାଣ୍ଟ ଆଡମିନିଷ୍ଟ୍ରେଟିଭ୍ ଅଫିସର୍ (ପର୍ସୋନେଲ୍) (ରେଗୁଲାର/କଣ୍ଟ୍ରାକ୍ଟ) – ଗୋଟିଏ ପଦବୀ
  • ଆସିଷ୍ଟାଣ୍ଟ ଆଡମିନିଷ୍ଟ୍ରେଟିଭ୍ ଅଫିସର୍ (ପବ୍ଲିକ୍ ରିଲେସନ୍ ଆଣ୍ଡ୍ ଆଡମିନିଷ୍ଟ୍ରେସନ୍) (ରେଗୁଲାର/କଣ୍ଟ୍ରାକ୍ଟ) – ଗୋଟିଏ ପଦବୀ
  • ପ୍ରୋଜେକ୍ଟ ଇଞ୍ଜିନିୟର (ଇଫ୍ରାଷ୍ଟ୍ରକ୍ଚର) (ରେଗୁଲାର/କଣ୍ଟ୍ରାକ୍ଟ) – ଗୋଟିଏ ପଦବୀ
  • ସିଷ୍ଟମ ଆଡମିନିଷ୍ଟ୍ରେଟର୍ (କଣ୍ଟ୍ରାକ୍ଟ) – ଗୋଟିଏ ପଦବୀ
  • ଆକାଉଣ୍ଟାଣ୍ଟ୍ (ରେଗୁଲାର/କଣ୍ଟ୍ରାକ୍ଟ) – ଗୋଟିଏ ପଦବୀ
  • ଷ୍ଟୋର୍ ଆଣ୍ଡ୍ ପରଚେଜ୍ ଅଫିସର (ରେଗୁଲାର/କଣ୍ଟ୍ରାକ୍ଟ) – ଗୋଟିଏ ପଦବୀ
  • ସେକ୍ରେଟାରୀ ଟୁ ଡିରେକ୍ଟର (ରେଗୁଲାର/କଣ୍ଟ୍ରାକ୍ଟ) – ଗୋଟିଏ ପଦବୀ
  • ଜୁନିୟର ଇଞ୍ଜିନିୟର (ରେଗୁଲାର/କଣ୍ଟ୍ରାକ୍ଟ) – ଗୋଟିଏ ପଦବୀ
  • ପର୍ସୋନେଲ୍ ଆସିଷ୍ଟାଣ୍ଟ (ରେଗୁଲାର/କଣ୍ଟ୍ରାକ୍ଟ) – ଦୁଇଟି ପଦବୀ
  • ଅଫିସ୍ ଆସିଷ୍ଟାଣ୍ଟ (ଇଷ୍ଟେଟ୍ ମ୍ୟାନେଜମେଣ୍ଟ) – ଗୋଟିଏ ପଦବୀ
  • ଅଫିସ୍ ଆସିଷ୍ଟାଣ୍ଟ (ରେଗୁଲାର/କଣ୍ଟ୍ରାକ୍ଟ) – ଦୁଇଟି ପଦବୀ
  • ଡ୍ରାଇଭର୍ (କଣ୍ଟ୍ରାକ୍ଟ) – ଗୋଟିଏ ପଦବୀ
  • ଆଟେଣ୍ଡାଣ୍ଟ୍ –ପିଅନ (କଣ୍ଟ୍ରାକ୍ଟ) – ଗୋଟିଏ ପଦବୀ
  • କନସଲଟାଣ୍ଟ୍-ଆକାଉଣ୍ଟାଣ୍ଟ୍ ଆଣ୍ଡ୍ କମ୍ପ୍ଲିଆନ୍ସ (କଣ୍ଟ୍ରାକ୍ଟ) – ଗୋଟିଏ ପଦବୀ

ଆବେଦନ ପ୍ରକ୍ରିୟା- ପ୍ରାର୍ଥୀମାନେ ନିଜର ଆବେଦନପତ୍ର ପୂରଣ କରି (PDF version) ଜୁନ୍ ୯ ସଂଧ୍ୟା ୫ଟା ସୁଦ୍ଧା recruitment@iimsambalpur.ac.inରେ ମେଲ୍ କରିଦେବେ।

ଏହି ନିଯୁକ୍ତି ସମ୍ବନ୍ଧୀୟ ଯୋଗ୍ୟତା, ବୟସ ସୀମା ତଥା ଅନ୍ୟ ସମସ୍ତ ତଥ୍ୟ ପାଇଁ iimsambalpur.ac.inରେ କ୍ଲିକ୍ କରନ୍ତୁ।

Source- www.chakiri.plus

Comment