ଓଡ଼ିଶାଲାଇଭ୍ ବ୍ୟୁରୋ

odisha sasana

 

ଓଡ଼ିଶା ଟ୍ରାଇବାଲ୍ ଡେଭେଲପମେଣ୍ଟ ସୋସାଇଟି (OTDS) ଅଧୀନରେ ଟେକ୍ନିକାଲ ଏକ୍ସପର୍ଟ (କ୍ୱାଲିଟି ଏଜୁକେସନ୍) ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏନେଇ ଆସନ୍ତା ଓ୍ୱାକ୍ ଇନ୍ ଇଣ୍ଟରଭ୍ୟୁ ତାରିଖକୁ ଜୁନ୍ ୯କୁ ଘୁଞ୍ଚାଇଦିଆଯାଇଛି। ପୂର୍ବରୁ ଏହା ଜୁନ୍ ୬ ଥିଲା।

ଯୋଗ୍ୟତା– ଏମ୍.ବି.ଏ/ସୋସିଆଲ୍ ଓ୍ୱାର୍କ ବା ସୋସିଆଲ୍ ସାଇନ୍ସରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ସହ ସଂପୃକ୍ତ ପଦବୀରେ ଅତିକମରେ ୫ ବର୍ଷର ଅଭିଜ୍ଞତା ଥିବ।

ଇଣ୍ଟରଭ୍ୟୁ ସ୍ଥାନ– SCSTRTI, CRP ସ୍କୋୟାର୍, ୟୁନିଟ୍ 8, ଭୁବନେଶ୍ୱର, ଓଡ଼ିଶା 751012

ଇଣ୍ଟରଭ୍ୟୁ ସମୟ– ଜୁନ୍ ୯ ସକାଳ ୧୦.୩୦ରୁ ୧୨ଟା

ଅଧିକ ସୂଚନା ପାଇଁ otds.inରେ କ୍ଲିକ୍ କରନ୍ତୁ।

Comment