ଓଡ଼ିଶାଲାଇଭ୍ ବ୍ୟୁରୋ

odisha sasana

କଳାହାଣ୍ଡି ଜିଲ୍ଲାରେ ମାବାଇଲ୍ ଭେଟେରିନାରୀ ୟୁନିଟ୍ ବା MVUs ପାଇଁ ପଶୁ ସମ୍ପଦ ସହାୟକ ପଦବୀରେ ସମୁଦାୟ ୧୩ ଜଣଙ୍କୁ ନିଯୁକ୍ତି ଦିଆଯିବ। ଏହି ନିଯୁକ୍ତି ସଂପୂର୍ଣ୍ଣ ରୂପେ ଚୁକ୍ତିଭିତ୍ତିକ ଏବଂ ଏହା ୧୩ଟି ବ୍ଲକରେ ଦିଆଯିବ।

ଯୋଗ୍ୟତା– ଅବସରପ୍ରାପ୍ତ LI/VT/VSAS ମାନେ ଏହି ପଦବୀ ପାଇଁ ଆବେଦନ କରିପାରିବେ। ଶାରୀରିକ ଏବଂ ମାନସିକ ଭାବେ ସୁସ୍ଥ ଥିବେ।

ବୟସ ସୀମା- ୬୫ ବର୍ଷରୁ କମ୍

ଦରମା- ୯,୦୦୦ ଟଙ୍କା

ଆବେଦନ ପ୍ରକ୍ରିୟା- ଆଗ୍ରହୀ ବ୍ୟକ୍ତିମାନେ ନିଜର ଆବେଦନପତ୍ର ଜୁନ୍ ୧୭ ସଂଧ୍ୟା ୫ ପୂର୍ବରୁ ଡାକ ମାଧ୍ୟମରେ ନିମ୍ନଲିଖିତ ଠିକଣାରେ ଦାଖଲ କରିପାରିବେ।

ଠିକଣା– ଚିଫ୍ ଡିଷ୍ଟ୍ରିକ୍ଟ ଭେଟେରିନାରୀ ଅଫିସର, କଳାହାଣ୍ଡି, ଏଟ୍/ପୋଷ୍ଟ-ଭବାନୀପାଟଣା, ପିନ୍-766001

ଅଧିକ ସୂଚନା ପାଇଁ kalahandi.nic.inରେ ଲଗ୍ଇନ୍ କରନ୍ତୁ।

Comment